ଦେବଗଡ଼ରୁ ହାତୀର କଙ୍କାଳ ଉଦ୍ଧାର
ଭୁବନେଶ୍ୱର: ଦେବଗଡ଼ ଜିଲ୍ଲାର ରିଆମାଳ ବନାଞ୍ଚଳ ଅନ୍ତର୍ଗତ ଖିଲେଇ ଗ୍ରାମ ନିକଟବର୍ତ୍ତୀ ଗୋଗୁଆ ସଂରକ୍ଷିତ ଜଙ୍ଗଲରୁ ବନ ଅଧିକାରୀମାନେ ଏକ ହାତୀର କଙ୍କାଳ ଉଦ୍ଧାର କରିଛନ୍ତି।
ରିଆମାଳ ରେଞ୍ଜର ନୂଆଡିହି ସେକ୍ସନ ଅଧୀନରେ ଏହି ହାତୀର ଅବଶେଷ ଦେଖିବାକୁ ମିଳିଥିଲା। ବନ ଅଧିକାରୀଙ୍କ…