ସିରାଜଙ୍କ ଲଗାତାର ୩ଟି ଛକା: ୱାର୍ମଅପ ମ୍ୟାଚ୍ରେ ଶ୍ରୀଲଙ୍କା-୧୧କୁ ହରାଇଲା ଭାରତ
କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆ ୱାର୍ମଅପ ମ୍ୟାଚ୍ରେ ଶ୍ରୀଲଙ୍କା-୧୧କୁ ୬ ୱିକେଟ୍ରେ ପରାସ୍ତ କରିଛି । ଜିତିବା ପାଇଁ ୨୦୭ ରନ୍ର ଲକ୍ଷ୍ୟ ପାଇଥିବା ଭାରତୀୟ ଦଳ ଏହାକୁ ସଫଳତାର ସହ ହାସଲ କରିନେଇଥିଲା । ମହମ୍ମଦ ସିରାଜ ଶେଷ ଓଭରରେ ଲଗାତାର…