Latest Odisha News

BREAKING NEWS

Yearly Archives

2026

ସ୍କୁଲ ଛାତ୍ରଙ୍କୁ ରାଗିଂ ଅଭିଯୋଗ; ୭ ବହିଷ୍କୃତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର କୋଲନାରା ବ୍ଲକ ଅନ୍ତର୍ଗତ ରେଭୋଲକାନାର ଏକ ସରକାରୀ ପରିଚାଳିତ ଆବାସିକ ବିଦ୍ୟାଳୟରୁ ସାତ ଜଣ ଛାତ୍ରଙ୍କୁ ବହିଷ୍କାର କରାଯାଇଛି। ଏହି ଭିଡିଓରେ ସିନିୟର ମାନେ ଜୁନିଅର ଛାତ୍ରମାନଙ୍କୁ କ୍ରିକେଟ ବ୍ୟାଟ୍, ବାଡ଼ି ଏବଂ ନଡ଼ିଆ ବାହୁଙ୍ଗାରେ ଆକ୍ରମଣ କରୁଥିବାର ଦୃଶ୍ୟ…

ଛାତ୍ରଙ୍କୁ ମାଡ଼ ଓ ଅପହରଣ ମାମଲା; ୩ ଦିନ ପରେ ଉଦ୍ଧାର…

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲାରେ ଅପହୃତ ଜଣେ କଲେଜ ଛାତ୍ରଙ୍କୁ ପୋଲିସ ତିନି ଦିନ ପରେ ଉଦ୍ଧାର କରିଛି। ଏଥିସହିତ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ଉକ୍ତ କଲେଜ ଛାତ୍ରଙ୍କୁ ମାଡ଼ ମାରିବା ଅଭିଯୋଗରେ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ…

Pakistan Controls PoK: ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ପତାକା ବି ଅଲଗା, ହେଲେ କାହିଁକି ଚାଲେ PoKରେ ପାକିସ୍ତାନର…

ନୂଆଦିଲ୍ଲୀ: ଭାରତର ପିଓକେ, ଚାଲିଛି ପାକିସ୍ତାନର ହାକିମାତି! ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ପତାକା ବି ଅଲଗା କାହିଁକି ଚାଲେ ପାକିସ୍ତାନର ଶାସନ? ଅଶାନ୍ତ ପାକ୍ ଅଧିକୃତ କାଶ୍ମୀର(PoK) । ଅର୍ଥନୈତିକ, ରାଜନୈତିକ ଏବଂ ବିଭିନ୍ନ ବିଫଳ ବ୍ୟବସ୍ଥାକୁ ନେଇ ଲୋକେ ରାସ୍ତାକୁ…

ମଝି ଚିଲିକାରେ ୫ ଶହ ଏକର ଚିଙ୍ଗୁଡ଼ି ଘେରି ଉଚ୍ଛେଦ

ଭୁବନେଶ୍ୱର: ମଝି ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରାଯାଉଛି। ପ୍ରଥମ ଦିନରେ ୫ଶହ ଏକର ଉଚ୍ଛେଦ କରାଯାଇଛି। ସୂଚନା ଅନୁଯାୟୀ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲିବ ଚିଙ୍ଗୁଡ଼ି ଘେରି ଉଚ୍ଛେଦ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ…

Independence Day Security: ଅଗଷ୍ଟ ୧୫ ପୂର୍ବରୁ ଦିଲ୍ଲୀରେ ହାଇ ଆଲର୍ଟ; ଲାଲକିଲ୍ଲାରେ ୧୨ ହଜାର ପୋଲିସ, AI…

ନୂଆଦିଲ୍ଲୀ: ଅଗଷ୍ଟ ୧୫ ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ, ଖାଲିସ୍ତାନୀ ତତ୍ତ୍ୱ ଏବଂ ହଠାତ୍ ବିରୋଧ ପ୍ରଦର୍ଶନ (ସ୍ନାପ୍ ପ୍ରୋଟେଷ୍ଟ)ର ଆଶଙ୍କାକୁ ନଜରରେ ରଖି ଦିଲ୍ଲୀ ପୋଲିସ ଓ ସୁରକ୍ଷା…

ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଗଷ୍ଟ ୬ ତାରିଖରେ ନୂଆଦିଲ୍ଲୀ ଗସ୍ତ କରିବେ। ରାଜ୍ୟର ପୁଞ୍ଜିନିବେଶ ପ୍ରସାରର ଆଉ ଏକ ପର୍ଯ୍ୟାୟର ନେତୃତ୍ୱ ନେବେ। ନୂଆ ଶିଳ୍ପ ନିବେଶକୁ ଆକର୍ଷିତ କରିବା ପାଇଁ ଏହାର ଉଦ୍ଦେଶ୍ୟ। ଅଗଷ୍ଟ ୭ ଏବଂ ୮ ତାରିଖରେ ହେବାକୁ ଥିବା ଏହି…

ପୂର୍ବତନ କ୍ରିକେଟ ଅଧିନାୟକଙ୍କ ଘରକୁ ବୋମାମାଡ଼

ନୂଆଦିଲ୍ଲୀ: ବାଂଲାଦେଶ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ପୂର୍ବତନ ସାଂସଦ ସାକିବ ଅଲ ହାସନଙ୍କ ଘରେ ଆକ୍ରମଣ ହୋଇଛି। ରିପୋର୍ଟ ଅନୁଯାୟୀ, ବୁଧବାର ରାତିରେ ଅଜ୍ଞାତ ଆକ୍ରମଣକାରୀମାନେ ସାକିବଙ୍କ ଘର ଉପରେ ପେଟ୍ରୋଲ ବୋମା ଆକ୍ରମଣ କରି ନିଆଁ ଲଗାଇ ଦେବାକୁ ଚେଷ୍ଟା କରିଥିଲେ। ବୁଧବାର…

ପ୍ରବଳ ବର୍ଷାରେ ଭୁଶୁଡ଼ିଲା କୋଠା; ଗୋଟିଏ ପରିବାରର ୬ ମୃତ

ଲକ୍ଷ୍ନୌ: ନିରନ୍ତର ବର୍ଷା ମଧ୍ୟରେ ବୁଧବାର ରାତି ପ୍ରାୟ ୩ଟା ସମୟରେ ପ୍ରତାପଗଡ଼ର ନଗର କୋତୱାଲି ଅଞ୍ଚଳର ମହୁଲି ୱାର୍ଡରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଘରର ଛାତ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ଛଅ ଜଣ ସଦସ୍ୟ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ, ଯେଉଁଥିରେ ଛଅ ଜଣଙ୍କର…

ପ୍ରବଳ ବର୍ଷାରେ ଭିଜୁଛି ଭୁବନେଶ୍ୱର, ୯୭.୨ ମିମି. ରେକର୍ଡ

ଭୁବନେଶ୍ୱର: ଓଡ଼ିଶାରେ ବର୍ଷା ଜାରିଥିବା ବେଳେ ଭୁବନେଶ୍ୱରରେ ରାତି ସାରା ଅବିଶ୍ରାନ୍ତ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୫ଟା ୩୦ ସୁଦ୍ଧା ୯୭.୨ ମି.ମି ବର୍ଷା ରେକର୍ଡ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ୱରର ଶାନ୍ତିପାଲି ବସ୍ତିର ପ୍ରାୟ ୨୦ଟି ଘରେ ପାଣି ପଶିଯାଇଛି, ଯାହା ଫଳରେ…

କେବେ ଆସିବ ପ୍ଲାଷ୍ଟିକ ନୋଟ୍, ଜାଣନ୍ତୁ…

ନୂଆଦିଲ୍ଲୀ: ଭାରତ ସରକାର ପଲିମର ବା ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ତଥାପି ଜନସାଧାରଣଙ୍କୁ ପ୍ଲାଷ୍ଟିକ୍ ନୋଟ୍ ପାଇବା ପାଇଁ ଆହୁରି ଟିକିଏ ଅପେକ୍ଷା କରିବାକୁ ପଡିବ ବୋଲି କୁହାଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମଲୋହୋତ୍ରା ପ୍ଲାଷ୍ଟିକ୍ ନୋଟ୍…