Latest Odisha News

BREAKING NEWS

Yearly Archives

2026

ବରିଷ୍ଠ ନାଗରିକଙ୍କ ପାଇଁ ବମ୍ପର୍ ଅଫର୍: FD ଉପରେ ଏବେ ମିଳୁଛି ୯.୨% ଯାଏଁ ରିଟର୍ଣ୍ଣ

ନୂଆଦିଲ୍ଲୀ: ଯଦି ଆପଣ ନିଜର ଅବସରପ୍ରାପ୍ତ ଜୀବନ ପାଇଁ ପୁଞ୍ଜି ବିନିଯୋଗ କରିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବହୁତ ବଡ଼ ଖୁସି ଖବର ଅଛି। ଦେଶର ବରିଷ୍ଠ ନାଗରିକ ମାନଙ୍କ ପାଇଁ ଫିକ୍ସଡ୍ ଡିପୋଜିଟ୍ ରେ ନିବେଶ କରିବା ଏବେ ଆହୁରି ଲାଭଦାୟକ ହୋଇଛି। ଜୁଲାଇ ୨୦୨୬ ସୁଦ୍ଧା ଅନେକ…

PF ଖାତାରେ ଜମା ହେବା ଆରମ୍ଭ ହେଲାଣି ୮.୨୫% ସୁଧ, ତୁରନ୍ତ ଚେକ୍ କରନ୍ତୁ ବାଲାନ୍ସ

ଭୁବନେଶ୍ୱର: ଦେଶର କୋଟି କୋଟି ବେତନଭୋଗୀ ତଥା ଚାକିରିଆଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ଆକାଉଣ୍ଟକୁ ବହୁ ପ୍ରତୀକ୍ଷିତ ସୁଧ ଟଙ୍କା ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଯଦି ଆପଣ ଜଣେ ଇପିଏଫଓ ହିତାଧିକାରୀ, ତେବେ ଆପଣଙ୍କ ପିଏଫ୍ ଖାତାକୁ…

ଜୁଲାଇ ୧୯ରେ ଅବସର ନେଇପାରନ୍ତି ରୋହିତ !

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବା ସ୍ୱପ୍ନ ସାକାର ହୋଇ ନ ପାରେ । ଲର୍ଡସରେ ଜୁଲାଇ ୧୯ରେ ଖେଳାଯିବାକୁ ଥିବା ଦିିନିକିଆ ମ୍ୟାଚ ଅବସରରେ ସେ ଅବସର ନେଇପାରନ୍ତି ବୋଲି ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି । ଅବଶ୍ୟ ବିସିସିଆଇ କିମ୍ବା ରୋହିତଙ୍କ ପକ୍ଷରୁ ଏ ନେଇ…

ଜଗନ୍ନାଥ ମହାପ୍ରଭୁଙ୍କ ଟାହିଆ ଖୋଲିଯିବା ପ୍ରସଙ୍ଗ: ପ୍ରତିକ୍ରିୟା ରଖିଲେ ରାମକୃଷ୍ଣ ଦାସମହାପାତ୍ର

ପୁରୀ: ପହଣ୍ଡି ସମୟରେ ଅଧା ବାଟରୁ ମହାପ୍ରଭୁଙ୍କ ଟାହିଆ ଖୋଲିବା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର । ସେ କହିଛନ୍ତି ଯେ, ବର୍ଷା ଯୋଗୁଁ ଟାହିଆର ଓଜନ ଆହୁରି ବଢ଼ି ଯାଇଥିଲା । ତେଣୁ ଏହାକୁ ଖୋଲି ଦିଆଯାଇଥିଲା ବୋଲି ସେ କହିଛନ୍ତି ।…

ସଚିନଙ୍କ ଆଉ ଏକ ରେକର୍ଡକୁ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଗୋଟିଏ ପରେ ଗୋଟିଏ କୀର୍ତିମାନ ସ୍ଥ୍‌ାପନ କରିବାରେ ଲାଗିଛନ୍ତି । ସେ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ କେତେକ ରେକର୍ଡ ଧ୍ୱସ୍ତ କରିଦେଇଛନ୍ତି । ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ସର୍ବାଧିକ ରନ ସଂଗ୍ରହରେ କୋହଲି ତୃତୀୟ…

ଗଜପତି ଜିଲ୍ଲା ଓ ସେସନ୍‌ସ କୋର୍ଟକୁ ଇ-ମେଲ୍ ଯୋଗେ ବୋମା ଧମକ, ବଢିଲା ସୁରକ୍ଷା ବ୍ୟବସ୍ଥା

ପାରଳାଖେମୁଣ୍ଡି: ଗତ କିଛି ମାସ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା କୋର୍ଟ ଗୁଡିକୁ ବୋମାରେ ଉଡାଇ ଦେବାକୁ ଧମକ ମିଳୁଛି । ଏହି କ୍ରମରେ ଆଜି ମଧ୍ୟ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ଥିବା ଜିଲ୍ଲା ଓ ସେସନ୍ସ କୋର୍ଟକୁ ଇମେଲ୍‌ ଯୋଗେ ବୋମା ଧମକ ମିଳିଛି । ଘଟଣା ପରେ କୋର୍ଟ ପରିସରରେ…

ଦଳା ଚକଟାରେ ଭକ୍ତ ମୃତ୍ୟୁ ଘଟଣା; ସ୍ୱାସ୍ଥ୍ୟମନ୍ତ୍ରୀ ହସ୍ପିଟାଲ ଯାଇ ମୃତକଙ୍କ ପରିବାରବର୍ଗଙ୍କୁ ଭେଟିବାକୁ…

ପୁରୀ: ରଥଟଣା ସମୟରେ ପୁରୀ ମରିଚିକୋଟ ଛକରେ ଦଳା ଚକଟାରେ ଅଣନିଶ୍ୱାସୀ ହୋଇ ଦୁଇ ଜଣ ଭକ୍ତଙ୍କ ମୃତ୍ୟୁ ଘଟଣା । ଏହି ଅଘଟଣକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେବା ସହ ଘଟଣା ସମ୍ପର୍କରେ ହସ୍ପଟାଲ ଯାଇ ପଚାରି ବୁଝିବାକୁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।…

ଆସନ୍ତାକାଲି ରାଜ୍ୟର ୭ଟି ଷ୍ଟେସନର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ରେଳ ଭିତ୍ତିଭୂମିର ଆଧୁନିକୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ । ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୭୫ଟି ପୁନନିର୍ମିତ ରେଳ ଷ୍ଟେସନର ଉଦ୍‌ଘାଟନ କରିବେ । ଏହି ମେଗା ପ୍ରକଳ୍ପରେ ଓଡ଼ିଶାର ୭ଟି ପ୍ରମୁଖ ଷ୍ଟେସନ ଯଥା,…

ପହଣ୍ଡି ବେଳେ ଟାହିଆ ଶୂନ୍ୟ ମହାପ୍ରଭୁ; ଓଡ଼ିଆ ଜାତିର ଭାବାବେଗକୁ ଆଘାତ, ଉଚ୍ଚ ସ୍ତରୀୟ ତଦନ୍ତ ଦାବି…

ପୁରୀ: ଆଜି ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡିର ଅଳ୍ପ କିଛି ସମୟରେ ତାଙ୍କ ମସ୍ତକରେ ଟାହିଆ ସମ୍ପୂର୍ଣ୍ଣ ଭାବେ ଖୋଲିଯାଇଥିଲା । ବିନା ଟାହିଆରେ ମହାପ୍ରଭୁ ପହଣ୍ଡି କରି ରଥାଋଢ ହୋଇଥିଲେ । ଯାହା ସମଗ୍ର ଓଡ଼ିଆ ଜାତିର ଭାବାବେଗକୁ ଗଭୀର ଆଘାତ ଦେଇଛି । ତେବେ ଟାହିଆ କେବଳ ଏକ ଅଳଙ୍କାର ନୁହଁ ଏହା…

ଆହୁରି ସୁଦୃଢ ହେଲା ଭାରତୀୟ ସେନା; DRDO ବିକଶିତ କଲା ଏହି ଖାସ୍ ନେଟଓ୍ବର୍କ

ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଭାରତର ସୁରକ୍ଷାକୁ ଆହୁରି ସୁଦୃଢ଼ ​​କରିବାରେ ଏକ ବଡ଼ ସଫଳତା ହାସଲ କରିଛି । DRDO, ବେଙ୍ଗାଲୁରୁ ସ୍ଥିତ ଟେକ୍ କମ୍ପାନୀ ତକ୍ରକବିତ୍ ଲ୍ୟାବ୍ସ ସହିତ ମିଳିତ ଭାବରେ, କ୍ୱାଣ୍ଟମ୍ କୀ ଡିଷ୍ଟ୍ରିବ୍ୟୁସନ୍ (QKD) ସିଷ୍ଟମର ସାମରିକ…