Railway project: କେନ୍ଦ୍ର କ୍ୟାବିନେଟରେ ୨ରେଳ ପ୍ରକଳ୍ପକୁ ଅନୁମୋଦନ; ପାରାଦୀପ-ହରିଦାସପୁର ଦୋହରୀକରଣ ସହ…
ଭୁବନେଶ୍ବର:ଓଡ଼ିଶା ରେଲୱେକୁ ଡବଲ୍ ଉପହାର । କେନ୍ଦ୍ର କ୍ୟାବିନେଟରେ ଓଡିଶାର ଦୁଇଟି ରେଳ ପ୍ରକଳ୍ପକୁ ମିଳିଲା ଅନୁମତି । ମଞ୍ଜୁରି ପାଇଥିବା ପ୍ରକଳ୍ପ ମଧ୍ୟରେ ରହିଛି ପାରାଦୀପ–ହରିଦାସପୁର ରେଳପଥର ଦ୍ୱୈତୀକରଣ ଏବଂ ରାଜଖରସୁଆଁ–ଡାଙ୍ଗୋପୋଷି ରୁଟ୍ରେ ଚତୁର୍ଥ ରେଳ ଲାଇନ୍ ନିର୍ମାଣ । ୧୪୫…