ଶୀତଳଷଷ୍ଠୀ ପାଇଁ ୨୦ରେ ସମ୍ୱଲପୁରରେ ସରକାରୀ ଛୁଟି
ଭୁବନେଶ୍ବର: ଓଡ଼ିଶା ସରକାର ପ୍ରସିଦ୍ଧ ଶୀତଳ ଷଷ୍ଠୀ ପର୍ବ ପାଇଁ ଜୁନ୍ ୨୦ ତାରିଖରେ ସମ୍ବଲପୁରରେ ଛୁଟି ଘୋଷଣା କରିଛନ୍ତି।
ଉତ୍ତର ଆରଡିସିଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ଉପଖଣ୍ଡର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।ଏହି ସମୟରେ ମହୋତ୍ସବକୁ…