Latest Odisha News

BREAKING NEWS

Yearly Archives

2026

ମୋତେ ସମ୍ପତ୍ତି, ପ୍ରସିଦ୍ଧି ଏବଂ ସମ୍ମାନ ମିଳିଛି: ଟ୍ରୋଲିଂକୁ ନେଇ କଙ୍ଗନାଙ୍କ ନୂଆ ବୟାନ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତଙ୍କ ଏକ ବୟାନକୁ ନେଇ ଆରମ୍ଭ ହୋଇଥିବା ବିବାଦ ପରେ ଏବେ ସେ ଅଧିକ ଚର୍ଚ୍ଚାରେ ଅଛନ୍ତି। କେତେବେଳେ କଙ୍ଗନା ରଣାୱତ ଓ CJP ମଧ୍ୟରେ ବୟାନବାଜିକୁ ନେଇ ଟ୍ରୋଲିଂ ହେଉଛନ୍ତି ତ ଆଉ କେତେବେଳେ ଜେନ ଜିଙ୍କ ବିଷୟରେ କହି ଟ୍ରୋଲିଂର ଶିକାର…

ଭୁବନେଶ୍ୱରରୁ ବ୍ରହ୍ମପୁର ଟ୍ରେନ୍‌ରେ ଯିବେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି। ଏହି ଗସ୍ତ କାଳରେ ରାଷ୍ଟ୍ରପତି ଭୁବନେଶ୍ୱରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥିବା…

୨୦୨୭ ଦିନିକିଆ ବିଶ୍ୱକପ୍: ୧୨ଟି ସହରର ନାମ ଘୋଷଣା କଲା ଆଇସିସି

ନୂଆଦିଲ୍ଲୀ: ଆଇସିସି ୨୦୨୭ ପୁରୁଷ ଦିନିକିଆ ବିଶ୍ୱକପ୍ ପାଇଁ ୧୨ଟି ଆୟୋଜକ ସହରର ନାମ ଆନୁଷ୍ଠାନିକ ଭାବେ ଘୋଷଣା କରିଛି । ଏହି ଟୁର୍ନାମେଣ୍ଟ ୨୦୨୭ ଅକ୍ଟୋବର ୪ ରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା, ଜିମ୍ବାବ୍ୱେ ଏବଂ ନାମ୍ବିଆରେ ଖେଳାଯିବ । ଦୀର୍ଘ ୨୪ ବର୍ଷ ପରେ ପୁଣିଥରେ ଆଫ୍ରିକା…

ଏମକେସିଜି ପିଜି ପରୀକ୍ଷା ବିବାଦ: ପ୍ରଶ୍ନପତ୍ର ଲିକ୍ ହୋଇନି, ଏହା ମାଲ୍‌ପ୍ରାକ୍ଟିସ୍ ବୋଲି ସ୍ପଷ୍ଟ କଲେ କୁଳପତି,…

ବ୍ରହ୍ମପୁର/ଭୁବନେଶ୍ୱର: ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ କଲେଜରେ ଅନୁଷ୍ଠିତ ପୋଷ୍ଟ ଗ୍ରାଜୁଏଟ୍ (ପିଜି) ପରୀକ୍ଷା ବିବାଦ ନୂଆ ମୋଡ଼ ନେଇଛି। ଗତ ୨୭ ତାରିଖରେ ହୋଇଥିବା ଏହି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇନାହିଁ, ବରଂ ଏହା ଏକ 'ମାଲ୍‌ପ୍ରାକ୍ଟିସ'…

ମୁଣ୍ଡଳୀରେ ବନ୍ୟା ସ୍ଥିତିର ସମୀକ୍ଷା: ‘ଆଗକୁ ନାହିଁ ବନ୍ୟା ବିପଦ’

କଟକ: ବନ୍ୟାସ୍ଥିତିର ସମୀକ୍ଷା ପରେ ରାଜସ୍ବ ମନ୍ତ୍ରୀ ଏକ ବଡ଼ ସୂଚନା ଦେଇଛନ୍ତି। କେବଳ ମହାନଦୀକୁ ଛାଡ଼ିଦେଲେ ବାକି ସବୁ ନଦୀ ବିପଦ ସଙ୍କେତ ତଳେ ଥିବା ସେ କହିଛନ୍ତି। ତଥାପି ମୁଣ୍ଡଳୀଠାରେ ବର୍ତ୍ତମାନ ଜଳ ପ୍ରବାହ ସ୍ଥିର ରହିଥିବାବେଳେ ଆଗକୁ ପାଣି ପରିମାଣ କମିବ ବୋଲି ଜଳ ସମ୍ପଦ ବିଭାଗ…

Hunger Strike: ଭୁଲ ପାଠ୍ୟପୁସ୍ତକ ପ୍ରସଙ୍ଗ; ଅନଶନରେ ବସିଲା ଅଭିଭାବକ ମହାସଂଘ, ସମସ୍ତ ସଦସ୍ୟଙ୍କୁ ଯୋଗ ଦେବାକୁ…

ଭୁବନେଶ୍ୱର: ଭୁଲ ପାଠ୍ୟପୁସ୍ତକ ପ୍ରତ୍ୟାହାର ଏବଂ ଶିକ୍ଷାର ଅଧିକାର (RTE) ଆଇନର ପରିସର ବୃଦ୍ଧି ଦାବିରେ ଆଜିଠାରୁ ଅନଶନ ଆରମ୍ଭ କରିଛି ଓଡ଼ିଶା ଅଭିଭାବକ ମହାସଂଘ। ଏହି ଆନ୍ଦୋଳନରେ ସାମିଲ ହେବାକୁ ସଂଗଠନ ସମସ୍ତ ସଦସ୍ୟ ଓ RTE ଅଭିଭାବକଙ୍କୁ ଆହ୍ୱାନ କରିଛି। ସଂଗଠନର ପ୍ରଥମ ଦାବି ହେଉଛି,…

ଭୁବନେଶ୍ୱରରେ ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା, ୩ ଅଟକ

ଭୁବନେଶ୍ୱର: ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଲିଙ୍ଗରାଜ ଥାନା ଅନ୍ତର୍ଗତ ଗାୟତ୍ରୀ ବସ୍ତି ନିକଟରେ ଜଣେ ସ୍ଥାନୀୟ ବ୍ୟବସାୟୀଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନିକଟବର୍ତ୍ତୀ ଶିଶୁପାଳ ଅଞ୍ଚଳର ଜିତୁ କାଣ୍ଡି ନାମକ ବ୍ୟକ୍ତି ଗ୍ୟାରେଜ ଛକ ଅଞ୍ଚଳରେ ଏକ ପାନ…

ମହିଳା ଓ ନାବାଳିକା ଚାଲାଣ ରୋକିବ ‘ନୂତନ ସକାଳ’ ନୀତି

ଭୁବନେଶ୍ୱର: ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରତିବଦ୍ଧ ଏବଂ ଏହାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛନ୍ତି। ସରକାର ମହିଳାମାନଙ୍କ ସୁରକ୍ଷା, ସମ୍ମାନ ଏବଂ ସଶକ୍ତିକରଣ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ମହିଳା ଓ ନାବାଳିକା ଚାଲାଣ…

ଖଣିରେ ବିସ୍ଫୋରଣ, ୩୪ ମୃତ, ଫସିରହିଛନ୍ତି ଅନେକ..

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ପାକିସ୍ତାନର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୩୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୦ ଜଣ ଏବେ ବି ଭିତରେ ଫସି ରହିଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ଫସିଥିବା ଶ୍ରମିକଙ୍କ ଜୀବନ ବିପଦରେ ରହିଛି। ଆସୋସିଏଟେଡ୍ ପ୍ରେସ୍…

Rahul Gandhi To Press: ‘ଆପଣ ବିଜେପିର କି?’ ସାମ୍ବାଦିକଙ୍କ ପ୍ରଶ୍ନ ଶୁଣି ରାଗିଗଲେ ରାହୁଲ…ମୁହଁ…

ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିଲ୍ଲୀ ପୋଲିସର ଆହତ କର୍ମଚାରୀଙ୍କୁ ନେଇ ପଚରାଯାଇଥିବା ପ୍ରଶ୍ନରେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସାମ୍ବାଦିକ ଜଣକ ପୋଲିସ କର୍ମଚାରୀଙ୍କ ପରିବାର ପକ୍ଷରୁ କରାଯାଇଥିବା ପ୍ରେସ୍ କନଫରେନ୍ସ ସମ୍ପର୍କରେ ପ୍ରଶ୍ନ କରିବା ପରେ…