ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ବିଳମ୍ୱିତ ରାତିରେ ଉତ୍ତେଜନା, ଚେତାଶୂନ୍ୟ ହେଲେ କୁଳପତି
ବାଲେଶ୍ୱର: ରାତି ଅଧରେ ଧାରଣାରେ ବସିଲେ ଶତାଧିକ ନର୍ସିଂ ଛାତ୍ରଛାତ୍ରୀ। ବାଲେଶ୍ବର ଫକୀର ମୋହନ ବିଶ୍ବବିଦ୍ୟାଳୟ ପରିସରରେ ଉତ୍ତଜେନା ପରିସ୍ଥିତି। ଘରୋଇ ନର୍ସିଂ କଲେଜର ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ। ପରୀକ୍ଷା ବିଳମ୍ବକୁ ନେଇ ଆନ୍ଦୋଳନ କରୁଥିବା ବେଳେ ହେଲା ମାରପିଟ୍।…