Latest Odisha News

BREAKING NEWS

Yearly Archives

2026

ବିଷାକ୍ତ ଇଞ୍ଜେକସନ ନେଇ ଲ୍ୟାବ୍ ଟେକ୍ନିସିଆନଙ୍କ ଆତ୍ମହତ୍ୟା ସନ୍ଦେହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ରହସ୍ୟମୟ ଘଟଣା ସାମ୍ନାକୁ ଆସିଛି । ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ନିଜେ ଏକ ବିଷାକ୍ତ ଇଞ୍ଜେକସନ ନେଇ ଯୁବକ ଜଣକ ଆତ୍ମହତ୍ୟା କରିଥିବା ନେଇ ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି ।…

କେଶ ଝଡିବା ସମସ୍ୟାରୁ ମୁକୁଳିବେ କିପରି? ଶାମ୍ପୁ ବଦଳରେ ବ୍ୟବହାର କରନ୍ତୁ ଏହି ସହଜ ଘରୋଇ ସାମଗ୍ରୀ

ଆଜିକାଲି ବଜାରରେ ମିଳୁଥିବା ବିଭିନ୍ନ ବ୍ରାଣ୍ଡର ଶାମ୍ପୁରେ ଅନେକ ପ୍ରକାରର କ୍ଷତିକାରକ ରାସାୟନିକ ପଦାର୍ଥ ବା କେମିକାଲ୍ ବ୍ୟବହାର କରାଯାଉଛି । ପ୍ରତିଦିନ କିମ୍ବା ବାରମ୍ବାର ଏହି କେମିକାଲଯୁକ୍ତ ଶାମ୍ପୁ ଲଗାଇବା ଦ୍ୱାରା କେଶର ପ୍ରାକୃତିକ ତେଲ ନଷ୍ଟ ହୋଇଯିବା ସହ କେଶ ରୁକ୍ଷ ଏବଂ ଦୁର୍ବଳ…

୨୧ ବର୍ଷ ପରେ ନେଗେଟିଭ୍ ଭୂମିକାରେ ଫେରୁଛନ୍ତି ଅଜୟ ଦେବଗନ?

ମୁମ୍ବାଇ: ବଲିଉଡର ସିଙ୍ଘମ୍ ତଥା ଭର୍ସାଟାଇଲ୍ ଅଭିନେତା ଅଜୟ ଦେବଗନ୍ ଖୁବଶୀଘ୍ର ଦର୍ଶକଙ୍କୁ ଏକ ନୂଆ ଏବଂ ଭୟାନକ ଅବତାରରେ ନଜର ଆସିବାକୁ ଯାଉଛନ୍ତି । ଦୀର୍ଘ ୨୧ ବର୍ଷର ବ୍ୟବଧାନ ପରେ ସେ ପୁଣିଥରେ ଏକ 'ସୁପରନେଚୁରାଲ୍ ଥ୍ରିଲର୍' ବା ଅଲୌକିକ ହରର୍ ଫିଲ୍ମରେ ଅଭିନୟ କରିବାକୁ ପ୍ରସ୍ତୁତ…

ଇଲେକ୍ଟ୍ରିକ୍ କାର୍ ଫୁଲ୍ ଚାର୍ଜ ପରେ ବି କମିଯାଉଛି କି ମାଇଲେଜ୍? ଜାଣନ୍ତୁ କେଉଁଠି ହେଉଛି ଭୁଲ୍ ଏବଂ କିପରି ବଢ଼ାଇବେ…

ଭୁବନେଶ୍ୱର: ଆଜିକାଲି ଇଲେକ୍ଟ୍ରିକ୍ ଗାଡ଼ି ବା ଇଭିର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେବେ ଇଭି ବ୍ୟବହାରକାରୀଙ୍କର ଏକ ସାଧାରଣ ଅଭିଯୋଗ ହେଉଛି, ଗାଡ଼ି ସମ୍ପୂର୍ଣ୍ଣ ଚାର୍ଜ ହେବା ପରେ ମଧ୍ୟ କମ୍ପାନୀ ଦାବି କରୁଥିବା ମାଇଲେଜ୍ ବା ରେଞ୍ଜ୍ ମିଳୁନାହିଁ । ଯଦି ଆପଣଙ୍କର ଇଲେକ୍ଟ୍ରିକ୍…

ନଦୀଗୁଡ଼ିକରେ ବଢ଼ୁଛି ଜଳସ୍ତର: ୯ଟି ସ୍ଥାନରେ ୧୦୦ ମିମିରୁ ଅଧିକ ବର୍ଷା, ସନ୍ଧ୍ୟା ସୁଦ୍ଧା ସ୍ଥିତି ସୁଧୁରିବା ନେଇ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷା କାରଣରୁ ବିଭିନ୍ନ ପ୍ରମୁଖ ନଦୀର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଉପକୂଳ ତଥା ଉତ୍ତର ଓଡ଼ିଶାର ଅନେକ ତଳିଆ ଅଞ୍ଚଳରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି…

Pakistani Brides: ପାକିସ୍ତାନରୁ ଆସିଲେ ୧୫୦ କନ୍ୟା…ଭାରତରେ ଗଢିବେ ନୂଆ ସଂସାର

ନୂଆଦିଲ୍ଲୀ: ପାକିସ୍ତାନୀ ଝିଅ, ଭାରତ ବୋହୂ ବନ୍ଦ ସୀମା ରୋକିପାରିଲାନି ବନ୍ଧନ ଭାରତ ଆସିଲେ ୧୫୦ ନୂଆବୋହୂ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି । ଫଳରେ ଦୁଇ ଦେଶ ମଧ୍ୟରେ ଭିସା କଟକଣା ଏବଂ ସୀମା ବନ୍ଦ ରହିଛି। ତଥାପି ଏଭଳି ପରିସ୍ଥିତିରେ ବି ଭାରତରେ ନିଜ…

ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ଡିଜିଟାଲ ପ୍ରେସକ୍ରିପସନ୍

ଭୁବନେଶ୍ୱର: ଓଡ଼ିଶା ସରକାର ଖୁବ୍ ଶୀଘ୍ର 'ଏକ ରାଷ୍ଟ୍ର, ଏକ ସ୍ୱାସ୍ଥ୍ୟ' ପ୍ରୟାସ ଆରମ୍ଭ କରିବେ। ଆଣ୍ଟିବାୟୋଟିକ୍ସର ଅବାଧ ବ୍ୟବହାରକୁ ରୋକିବା ଏବଂ ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧକୁ ମୁକାବିଲା କରିବା ପାଇଁ ସାରା ରାଜ୍ୟରେ ଏକ ଡିଜିଟାଲ୍ ପ୍ରେସକ୍ରିପସନ୍ ଫ୍ରେମୱାର୍କ ପ୍ରଚଳନ କରିବେ।…

Hafiz Saeed: ପାକିସ୍ତାନ ସରକାର ଓ ISIର ସୁରକ୍ଷାରେ ଆତଙ୍କୀ ହାଫିଜ୍ ସଇଦ! ମିଳୁଛି Z+ ଠାରୁ ଅଧିକ ସୁରକ୍ଷା…

ନୂଆଦିଲ୍ଲୀ: ଆତଙ୍କୀ ହାଫିଜ୍ ସଇଦକୁ ନେଇ ବଡ଼ ଦାବି କରିଛନ୍ତି NIAର ପୂର୍ବତନ ଡିଜି ୱାଇସି ମୋଦି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ହାଫିଜ୍ ସଇଦ ପାକିସ୍ତାନ ସରକାର ଓ ISIର ସୁରକ୍ଷାରେ ରହିଛି। କାଗଜପତ୍ରରେ ସେ ପ୍ରିଭେଣ୍ଟିଭ୍ କଷ୍ଟଡିରେ ଥିବା କୁହାଯାଉଥିଲେ ମଧ୍ୟ ତାଙ୍କ ସୁରକ୍ଷା…

ବର୍ଷକୁ ମିଳିବ ୩ ମାଗଣା ଗ୍ୟାସ ସିଲିଣ୍ଡର, ଫ୍ରି ବସ୍ ସେବା: ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ: ତାମିଲନାଡୁ ରାଜନୀତି ଏବଂ ଜନ କଲ୍ୟାଣ ନୀତିରେ ଏକ ନୂଆ ମୋଡ଼ ନେଇ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ବିଧାନସଭାରେ ଜନସାଧାରଣଙ୍କ ପାଇଁ ଏକ ପ୍ରମୁଖ ନିର୍ବାଚନ ପ୍ରତିଶ୍ରୁତି ଏବଂ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି। ରାଜ୍ୟ ସରକାର ସାଧାରଣ ପରିବାର ଏବଂ ଗୃହିଣୀମାନଙ୍କୁ…

ନାଉଗାଁ SRA ଭଞ୍ଜକିଶୋର ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍, ୩ କୋଟିରୁ ଅଧିକ…

ଭୁବନେଶ୍ୱର: ଅଗଷ୍ଟ ୧୨ ତାରିଖରେ ୩ କୋଟିରୁ ଅଧିକ ସରକାରୀ ପାଣ୍ଠିର ଅପବ୍ୟବହାର ପାଇଁ ଗିରଫ ହୋଇଥିବା ଜଗତସିଂପୁରର ନାଉଗାଁ ତହସିଲର ବରିଷ୍ଠ ରାଜସ୍ୱ ସହାୟକ (SRA) ଭଞ୍ଜ କିଶୋର ବେହେରାଙ୍କ ସହ ଜଡିତ ୬ଟି ସମ୍ପତ୍ତିରେ ସୋମବାର ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଏକକାଳୀନ ଚଢ଼ାଉ କରିଛନ୍ତି।…