ଲୁହାପଥର ନେଇ ଓଡ଼ିଶାରୁ ସିଙ୍ଗାପୁର ଯାଉଥିବା ଜାହାଜ ବୁଡ଼ିଲା: ୨୪ କ୍ରୁ ସଦସ୍ୟଙ୍କ ଜୀବନ ରକ୍ଷା ପାଇଁ ଉଦ୍ଧାର…
ପାରାଦୀପ: ବଙ୍ଗୋପସାଗରରେ ଶନିବାର ଏକ ବଡ଼ ଧରଣର ସାମୁଦ୍ରିକ ଦୁର୍ଘଟଣା ଘଟିଛି । ଓଡ଼ିଶା ଉପକୂଳରୁ ପ୍ରାୟ ୨୪୦ ନଟିକାଲ୍ ମାଇଲ୍ ଦୂରରେ ଏକ ପାନାମା ପତାକାବାହୀ ମାଲବାହୀ ଜାହାଜ (କାର୍ଗୋ ସିପ୍) ବୁଡ଼ିଯାଇଥିବା ସୂଚନା ମିଳିଛି। ସରକାରୀ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ, 'ଏମ୍ଭି…