Ageing Crisis: ଧନୀ ହେବା ପୂର୍ବରୁ ବୁଢ଼ା ହେବ ଭାରତ! ବୟସ୍କଙ୍କ ଯତ୍ନ ନେଇ ଚିନ୍ତା! ରିପୋର୍ଟରେ ଚାଞ୍ଚଲ୍ୟକର…
ନୂଆଦିଲ୍ଲୀ: ଭାରତ ଦ୍ରୁତ ଗତିରେ ଆର୍ଥିକ ବିକାଶ କରୁଛି। କିନ୍ତୁ ଏହି ବିକାଶ ସହ ଦେଶ ସାମ୍ନା କରିବାକୁ ଯାଉଛି ଆଉ ଏକ ବଡ଼ ଚ୍ୟାଲେଞ୍ଜ, ବଢୁଥିବା ବୟସ୍କ ଜନସଂଖ୍ୟା। ଏକ ନୂଆ ଗବେଷଣା ଚେତାବନୀ ଦେଇଛି ଯେ, ଭାରତ ଧନୀ ହେବା ପୂର୍ବରୁ ହିଁ ବୁଢ଼ା ହେବାକୁ ଯାଉଛି। ଅର୍ଥାତ୍, ଦେଶର ଆୟ ସ୍ତର…