ଚାପରେ ଗମ୍ଭୀରଙ୍କ ଟିମ, ହାତ ଛାଡିବେ ସହକାରୀ କୋଚ
ନୂଆଦିଲ୍ଲୀ:ଇଂଲଣ୍ଡ ଓ ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରି ସିରିଜ ପରାଜୟବରଣ କରିଛି । ବିସିସିଆଇ ଏହି ପରାଜୟ ନେଇ ଅସନ୍ତୋଷ ରହିଛି । ରିପୋର୍ଟ ମୁତାବକ କୋଚ ଗୌତମ ଗମ୍ଭୀରଙ୍କ ଟିମ ଏବେ ଚାପରେ ରହିଛି । ବିସିସିଆଇ ସପୋର୍ଟ ଷ୍ଟାଫ ବଦଳାଇବା ପାଇଁ ଚାହୁଁଛି ।…