ମୁହାଁମୁହିଁ ଦୁଇ ହାଇୱା; ଡ୍ରାଇଭର ଜୀବନ୍ତ ଦଗ୍ଧ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ କଇସରାର ବିଜୁ ଏକ୍ସପ୍ରେସୱେରେ ଦୁଇଟି ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ଦୁଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି।
ରିପୋର୍ଟ ଅନୁଯାୟୀ, ଗୋଟିଏ ହାଇୱା ରାସ୍ତାରେ ଥିବା ଡିଭାଇଡର୍ ଭାଙ୍ଗି ବିପରୀତ ଦିଗରୁ…