ଆଇପିଏଲ ୨୦୨୬: ପ୍ରଥମ ଥର ପାଇଁ ବିଜନେସ୍ ଭାଲ୍ୟୁ ୨ ଲକ୍ଷ କୋଟି ଟପିଲା
ବାଙ୍ଗାଲୋର: ଆମେରିକୀୟ ଇନଭେଷ୍ଟମେଣ୍ଟ ବ୍ୟାଙ୍କ ହୁଲିହାନ ଲୋକୀର ୨୦୨୬ ବ୍ରାଣ୍ଡ ଭାଲ୍ୟୁଏସନ୍ ଷ୍ଟଡି ଅନୁସାରେ, ଇଣ୍ଡିଆନ୍ ପ୍ରିମିୟର ଲିଗର ବିଜନେସ୍ ଭାଲ୍ୟୁ ପ୍ରଥମ ଥର ପାଇଁ ପ୍ରାୟ ୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଗତ ଦୁଇଟି ସିଜନ୍ର ଚାମ୍ପିଅନ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…