ପଣସ ମଞ୍ଜିର ଚମତ୍କାରିତା
ଭୁବନେଶ୍ବର: ଦିନ ଥିଲା, ପଣସ ପାଚିବା ପରେ ଲୋକେ କେବଳ କୋଷାତକ ଖାଇ ମଞ୍ଜିଗୁଡ଼ିକୁ ଅଦରକାରୀ ଭାବି ଫିଙ୍ଗି ଦେଉଥିଲେ କିମ୍ବା ବାଡ଼ି ବଗିଚାରେ ଏହା ସେମିତି ପଡ଼ି ରହି ନଷ୍ଟ ହେଉଥିଲା। କିନ୍ତୁ ସମୟ ବଦଳିଛି। ‘ପଣସ’ର ପୁଷ୍ଟିକର ଗୁଣ ବିଷୟରେ ଏବେ ସାରା ବିଶ୍ୱ ସଚେତନ ହେବାରେ ଲାଗିଛି। କଞ୍ଚା…