ବର୍ଷାରେ ଭିଜିଲା ଟ୍ବିନସିଟି…
ଭୁବନେଶ୍ବର: ଗରମ ଗୁଳୁଗୁଳିରୁ ଆଶ୍ବସ୍ତି ମିଳିଲା ରାଜ୍ୟବାସୀଙ୍କୁ। ବର୍ଷାରେ ଭିଜିଲା ଓଡ଼ିଶାର ବିଭିନ୍ନ ସ୍ଥାନ।
ସୂଚନା ଅନୁଯାୟୀ, ସକାଳୁ ସକାଳୁ ତୁହାକୁ ତୁହା ବର୍ଷାରେ ଭିଜିଛି ଟ୍ବିନ ସିଟି। ଉଭୟ କଟକ ଓ ଭୁବନେଶ୍ବରରେ କିଛି ସ୍ଥାନରେ ବର୍ଷା ସହ ପବନ ବହିଥିବା ଦେଖିବାକୁ ମିଳିଛି।…