Latest Odisha News

BREAKING NEWS

Yearly Archives

2026

ରେଳ ଫାଟକ ପକାଇଲେନି କର୍ମଚାରୀ, ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରେନ୍‌

ଭଦ୍ରକ:ଭଦ୍ରକ ଜିଲ୍ଲାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା । ରେଲୱେ ଲେବୁଲ୍ କ୍ରସିଂ ଗେଟ୍ ପଡ଼ିନଥିବାରୁ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରେନ୍‌ । ମୃତକ ଯୁବକ ଜଣକ ସାହାପୁର ପଞ୍ଚାୟତ ଅଧୀନ କଣ୍ଡରଗଡ଼ିଆ ଗାଁର ଅଭିମନ୍ୟୁ ପରିଡା । ଭଦ୍ରକ-ତିହିଡି-ପୀରହାଟ ସାହାପୁର ରେଳ ଜଙ୍କସନ ଅନ୍ତର୍ଗତ…

ତାମିଲନାଡୁରେ ତିନି ମାସ ମଧ୍ୟ ତିଷ୍ଠିବ ନାହିଁ ଟିଭିକେ ସରକାର: ଷ୍ଟାଲିନଙ୍କ ଦାବି

ଚେନ୍ନାଇ: ଡିଏମକେ ମୁଖ୍ୟ ତଥା ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ରବିବାର ଏକ ସାହସିକ ଦାବି କରିଛନ୍ତି। ଯାହାକୁ ନେଇ ଏବେ ରାଜନୀତି ସରଗରମ ହେବାରେ ଲାଗିଛି। ସେ କହିଛନ୍ତି ଯେ ଅଭିନେତା ବିଜୟଙ୍କ ନେତୃତ୍ୱରେ ଟିଭିକେ ସରକାର ତିନି ମାସ ମଧ୍ୟ ଚାଲିପାରିବ ନାହିଁ। ଡିଏମକେର…

କୋଟପାଡ୍ ଶାଢ଼ି ପିନ୍ଧି ଚମକିଲେ ଅଭିନେତ୍ରୀ କଙ୍ଗନା ରଣାୱତ

ଭୁବନେଶ୍ୱର: ବଲିଉଡ୍ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ କୋଟପାଡ୍ ଶାଢ଼ି ପିନ୍ଧି ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ ପାଲଟିଛି। ଓଡିଶାର ପ୍ରସିଦ୍ଧ କୋଟପାଡ୍ ଶାଢ଼ିକୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି କଙ୍ଗନା…

ବିଶ୍ୱ କ୍ରିକେଟରେ ରାଜୁତି କରିବାକୁ ଚାହୁଁଛନ୍ତି ବୈଭବ

ନୂଆଦିଲ୍ଲୀ: ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀ ନିଜ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ ବଳରେ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି । ଏବେ ତାଙ୍କୁ ଭାରତୀୟ ଟିମରେ ସାମିଲ କରାଯାଇଛି । ବୈଭବ ଏ ନେଇ ବେଶ ଉତ୍ସାହିତ ଅଛନ୍ତି । ମୋତେ ମିଳିଥିବା ସୁଯୋଗକୁ କେବେ ହେଲେ ହାତଛଡା କରିବି…

Heavy rains with stormy wind: ଟ୍ବିନ୍‌ ସିଟିରେ କାଳବୈଶାଖୀ ବର୍ଷା;ବଜ୍ରାଘାତରେ ଚଣ୍ଡୀମନ୍ଦିର ଚୂଡ଼ାରୁ ଖସିଲା…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଏବଂ କଟକରେ ଆଜି ସନ୍ଧ୍ୟାରେ ପୁଣି ଥରେ କାଳବୈଶାଖୀ ତାଣ୍ଡବ ରଚିଛି। ଏପଟେ ଝଡ ପବନରେ ମା’ କଟକଚଣ୍ଡୀ ମନ୍ଦିର ଉପରେ ବଜ୍ରପାତ ଯୋଗୁ ମନ୍ଦିରରୁ ପଥର ଖସିଥିବା ଦେଖିବାକୁ ମିଳିଛି । ବଜ୍ରପାତ ଯୋଗୁ ମନ୍ଦିର ଶିଖରରେ ଫାଟ ସୃଷ୍ଟି ହୋଇଛି । ଏହି ସମୟରେ…

ଖୁବଶୀଘ୍ର ଭୁବନେଶ୍ୱରରେ ଖୋଲିବ ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟ

ଭୁବନେଶ୍ବର: ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ନ ଆର୍ଟ (NGMA)ର ଏକ ଶାଖା ଭୁବନେଶ୍ୱରରେ ଖୋଲିବାକୁ କେନ୍ଦ୍ରରୁ ଅନୁମୋଦନ ମିଳିଛି l ଏଥିପାଇଁ ଖର୍ଚ୍ଚ ହେବ ୬୩୦ କୋଟି । ସେପ୍ଟେମ୍ବର ୨୦୨୪ରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ସହ ସାକ୍ଷାତ କରି ଭୁବନେଶ୍ୱରରେ…

ଏହିଦିନରୁ UPSC ପାଇଁ ମାଗଣା କୋଚିଂ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ସରକାର ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଏକ ମାଗଣା UPSC ସିଭିଲ୍ ସର୍ଭିସେସ୍ କୋଚିଂ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଯାହାର ଲକ୍ଷ୍ୟ ହେଉଛି ରାଜ୍ୟର ୨୦୦ ଆଶାୟୀଙ୍କୁ ସହାୟତା କରିବା। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ…

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ପାଇଁ ଚାଲିଥିବା ସର୍ଚ୍ଚ ଅପରେସନରେ ଲେଫ୍ଟନାଣ୍ଟ ସହିଦ

ଶ୍ରୀନଗର: ଜମ୍ମୁ ଏବଂ କାଶ୍ମୀରର ରଜୌରୀ ଜିଲ୍ଲାରେ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଗତ ୧୬ ଦିନ ଧରି ସୁରକ୍ଷା ବାହିନୀ "ଅପରେସନ୍ ଶେରୁୱାଲି" ଜାରି ରଖିଛି । ଏହି ସମୟରେ ଭାରତୀୟ ସେନାର ଲେଫ୍ଟନାଣ୍ଟ ବୀରେଶ୍ୱର ଗୋସ୍ୱାମୀ ସହିଦ ହୋଇଛନ୍ତି । ଆତଙ୍କବାଦୀଙ୍କୁ ଖୋଜିବା ସମୟରେ ଅଧିକାରୀ ଜଣକ…

ପିକନିକ କରିବାକୁ ଯାଇ ପାଣିରେ ବୁଡିଗଲେ ଛାତ୍ର;ସର୍ଚ୍ଚ ଅପେରସନ ଜାରି

ସମ୍ବଲପୁର: ପିକନିକ କରିବାକୁ ଯାଇ ବୁଡ଼ିଗଲେ ଜଣେ ମେଧାବୀ ଛାତ୍ର । ଛାତ୍ର ଜଣକ ସହପାଠୀଙ୍କ ସହ ଭୋଜି କରିବା ପାଇଁ "ଅଠରହଜାର ପଏଣ୍ଟ" କୁ ପିକନିକ କରିବାକୁ ଯାଇଥିଲେ। ସେଠାରେ ପାୱାର ଚ୍ୟାନେଲରେ ଗାଧୋଉଥିବା ସମୟରେ ଅସାବଧାନତା ହେତୁ ଗୋଡ଼ ଖସିଯିବାରୁ ପାଣିର ପ୍ରଖର ସ୍ରୋତରେ ସେ ଭାସି…

ବିଜେପି ସରକାରଙ୍କ କାର୍ଯ୍ୟଶୈଳୀକୁ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପତ୍ନୀଙ୍କ ପ୍ରଶଂସା: ଖୁବଶୀଘ୍ର ପ୍ରତିଶ୍ରୁତି ପୂରଣ…

କୋଲକାତା: ପଶ୍ଚିମବଙ୍ଗରେ ନବନିର୍ବାଚିତ ବିଜେପି ସରକାରଙ୍କ କାର୍ଯ୍ୟଶୈଳୀକୁ ଭୂୟସୀ ପ୍ରଶଂସା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପତ୍ନୀ ମୀରା ଭଟ୍ଟାଚାର୍ଯ୍ୟ। ନିର୍ବାଚନ ପ୍ରତିଶ୍ରୁତିଗୁଡିକୁ ଖୁବଶୀଘ୍ର କାର୍ଯ୍ୟକାରୀ କରୁଥିବାରୁ ଏହା ତାଙ୍କ ଉପରେ ଏକ…