ଭାରତୀୟ ବାୟୁସେନାକୁ ମିଳିବ ‘ଆକାଶର ଆଖି’: AEW&C Mk-II ବିମାନ ନିର୍ମାଣ ପାଇଁ DRDOର ଦୁଇଟି ବଡ଼…
ନୂଆଦିଲ୍ଲୀ: 'ଆତ୍ମନିର୍ଭର ଭାରତ' ଅଭିଯାନକୁ ଏକ ବଡ଼ ସଫଳତା ମିଳିଛି। ଦେଶର ବାୟୁ ପ୍ରତିରକ୍ଷା (ଏୟାର ଡିଫେନ୍ସ) କ୍ଷମତାକୁ ଆହୁରି ସୁଦୃଢ଼ କରିବା ଦିଗରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଭାରତୀୟ ବାୟୁସେନାର ଏୟାରବୋର୍ଣ୍ଣ ସର୍ଭିଲାନ୍ସ…