ସାର ପାଇଁ ‘ପଥର ଓ ଆଧାର’ ଧାଡି
ସୁନ୍ଦରଗଡ଼: ସାର ପାଇଁ ଅଫିସ ସାମ୍ନାରେ ଆଧାର କାର୍ଡ ରଖି ଚାଷୀଙ୍କ ଲମ୍ବା ଲାଇନ। ରାତି ଅନିଦ୍ରା ହୋଇ ପଥର ଓ ଆଧାର କାର୍ଡ ରଖି ଚାଷୀଙ୍କ ଲମ୍ବା ଧାଡି। ସୁନ୍ଦରଗଡ RCMSରେ ପଞ୍ଜିକୃତ ଚାଷୀଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି। ଚଳିତ ବର୍ଷ ଚାଷ ଆରମ୍ଭରୁ ସାର ଘୋର ଅଭାବ ଦେଖିବାକୁ ମିଳିଛି ।…