Latest Odisha News

BREAKING NEWS

Yearly Archives

2026

ଏକ୍ସସାଇଜ୍‌ ଡ୍ୟୁଟି ହ୍ରାସ୍‌ ପାଇଁ PMଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏକ୍ସସାଇଜ୍‌ ଡ୍ୟୁଟି ହ୍ରାସ୍‌ ପାଇଁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ନିଷ୍ପତ୍ତି ଲୋକଙ୍କୁ ଆଶ୍ୱସ୍ତି ଦେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ଥିରତା ଓ ଜନ କଲ୍ୟାଣ ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଏହା ସ୍ପଷ୍ଟ କରୁଛି। ଗୁଜବ…

ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ସୁବର୍ଣ୍ଣପୁର: ପିକଅପ ଭ୍ୟାନରେ ଚୋରା ଚାଲାଣ ବେଳେ ୧୮୭ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏହି ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ଗାଡି ଡ୍ରାଇଭରକୁ ଗିରଫ କରାଯାଇଛି ।…

Ramlala ‘Surya Tilak’: ସୂର୍ଯ୍ୟଙ୍କ କିରଣରେ ହେଲା ପ୍ରଭୁ ରାମଲଲାଙ୍କ ଅଭିଷେକ

ଅଯୋଧ୍ୟା: ଚୈତ୍ର ଶୁକ୍ଳ ନବମୀର ପବିତ୍ର ଅବସରରେ ଶୁକ୍ରବାର ସାରା ଦେଶରେ ରାମ ନବମୀ ମହା ଆଡମ୍ବରରେ ପାଳନ କରାଯାଉଛି। ପ୍ରଭୁ ରାମଙ୍କ ଜନ୍ମବାର୍ଷିକୀର ଏହି ଦିନ ଅଯୋଧ୍ୟାରେ ମହା ପ୍ରସ୍ତୁତି କରାଯାଇଛି। ମଧ୍ୟାହ୍ନ ୧୨ଟାରେ, ରାମ ଲଲାଙ୍କ କପାଳରେ ଏକ ସ୍ୱତନ୍ତ୍ର ସୂର୍ଯ୍ୟ ତିଳକ (ସୂର୍ଯ୍ୟ…

ଶ୍ରୀରାମଙ୍କ ଜୀବନଦର୍ଶନ: ଆଜିର ଯୁବପିଢ଼ି ପାଇଁ ଜୀବନ ଜିଇଁବାର ଶ୍ରେଷ୍ଠ ମନ୍ତ୍ର

ଭୁବନେଶ୍ୱର: ପ୍ରଭୁ ଶ୍ରୀରାମଙ୍କୁ 'ମର୍ଯ୍ୟାଦା ପୁରୁଷୋତ୍ତମ' କୁହାଯାଏ, କାରଣ ସେ ନିଜ ଜୀବନର ପ୍ରତିଟି ପଦକ୍ଷେପରେ ସୀମା ବା ମର୍ଯ୍ୟାଦା ରକ୍ଷା କରି ଚଳିଥିଲେ। ଆଜିର ଯୁବପିଢ଼ି ଯେତେବେଳେ ମାନସିକ ଚାପ, ସମ୍ପର୍କରେ ତିକ୍ତତା ଏବଂ ଅସ୍ଥିରତା ଦେଇ ଗତି କରୁଛନ୍ତି, ସେତେବେଳେ ରାମାୟଣର କିଛି…

ଡଲାର ତୁଳନାରେ ଦୁର୍ବଳ ହେଲା ଭାରତୀୟ ଟଙ୍କା

ନୂଆଦିଲ୍ଲୀ: ଡଲାର ତୁଳନାରେ ଦୁର୍ବଳ ହେଲା ଭାରତୀୟ ଟଙ୍କା। ୧ ଡଲାର ମୂଲ୍ୟ ୯୪ ଟଙ୍କା ୧୭ ପଇସା ହେଲା। ଡଲାର ତୁଳନାରେ ଟଙ୍କାର ସର୍ବକାଳୀନ ଅଧୋପତନ। ମହଙ୍ଗା ଡଲାର ଦେଶର ଦରଦାମ ସ୍ଥିତି ବିଗାଡ଼ିବା ଆଶଙ୍କା। ଗୋଟିଏ ପଟେ ଯୁଦ୍ଧ ବେଳେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ହନ୍ତସନ୍ତ…

ହ୍ରାସ ପାଇବ ପେଟ୍ରୋଲ-ଡିଜେଲ ଦର !

ନୂଆଦିଲ୍ଲୀ: ଆମେରିକା-ଇରାନ ଯୁଦ୍ଧ ଯୋଗୁଁ ଦେଶବ୍ୟାପୀ ଇନ୍ଧନ ମୂଲ୍ୟ ବୃଦ୍ଧିର ଆଶଙ୍କାକୁ ଦୃଷ୍ଟିରେ ରଖି ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉଭୟ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କକୁ ଯଥେଷ୍ଟ ହ୍ରାସ କରିଛନ୍ତି। ଗୁରୁବାର ଜାରି ହୋଇଥିବା ଏକ ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ପେଟ୍ରୋଲ ଉପରେ…

ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ପୁଣି ଯୁଦ୍ଧ ଆରମ୍ଭ

ଇସଲାମାବାଦ: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧ ପୁଣି ଆରମ୍ଭ ହୋଇଛି। ସ୍ଥାୟୀ ଯୁଦ୍ଧବିରତିର ଆଶା ଧୂଳିସାତ କରିଛି। ଇସଲାମାବାଦରେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ତାହିର ଆନ୍ଦ୍ରାବି କହିଛନ୍ତି, "ମୁଁ ବିଶ୍ୱାସ କରୁଥିଲି ଯେ ୨୩ ରୁ ୨୪ ମାର୍ଚ୍ଚ ମଧ୍ୟରାତ୍ରି…

ଓଡ଼ିଶା ଆସୁଛନ୍ତି ସ୍ଥଳସେନା ମୁଖ୍ୟ

ଭୁବନେଶ୍ୱର: ଆଜିଠୁ ୩ ଦିନିଆ ଓଡିଶା ଗସ୍ଥରେ ଆସିବେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପନ୍ଦ୍ର ଦ୍ୱିବେଦୀ। ତିନି ଦିନିଆ ଓଡ଼ିଶା ଗସ୍ତ ଅବସରରେ ସେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ଏହା ପରେ ଗୋପାଳପୁର ଏୟାର ଡିଫେନ୍ସ କଲେଜକୁ ଯିବେ। ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହିତ,…

ଖରାଛୁଟି ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିଫର୍ମ: ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଚିଠି। ଖରାଛୁଟି ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଦେବାକୁ ନିର୍ଦ୍ଦେଶ। ଖରାଛୁଟି ଆରମ୍ଭ ହେବା ପୂର୍ବରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବଣ୍ଟାଯିବ ୟୁନିଫର୍ମ। ଖରାଛୁଟି ପୂର୍ବରୁ ୟୁନିଫର୍ମ କ୍ରୟ, ସିଲେଇ…