FIH Men’s Pro League: ପ୍ରୋଲିଗ୍ରେ ଭାରତୀୟ ଦଳର କ୍ରମାଗତ ୨ୟ ପରାଜୟ; ଆସନ୍ତାକାଲି ପୁଣି ବେଲଜିୟମକୁ…
ରାଉରକେଲା:ଘରୋଇ ଗ୍ରାଉଣ୍ଡରେ ପୁଣି ହାରିଲା ଭାରତ । ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ( Birsa Munda Hockey Stadium)ଠାରେ ଆୟୋଜିତ FIH ପୁରୁଷ ପ୍ରୋ ଲିଗ୍ 2025-26ରେ ଭାରତୀୟ ଦଳ କ୍ରମାଗତ ଦ୍ବିତୀୟ ଥର ପରାସ୍ତ ହୋଇଛି । ଗତ ବୁଧବାର ଦିନ ପ୍ରୋ ଲିଗ୍ ରେ ଭାରତ ନିଜର ପ୍ରଥମ…