କାହା ଅପେକ୍ଷାରେ ନୀତୁ ଚନ୍ଦ୍ରା ?
ମୁମ୍ବାଇ:"ମୁଁ କୌଣସି ବ୍ରେକ୍ ନେଇନାହିଁ, ମୁଁ କେବଳ ଏକ ଭଲ କାହାଣୀର ଅପେକ୍ଷାରେ ଅଛି" - ଏହା କହିଛନ୍ତି ଅଭିନେତ୍ରୀ ନୀତୁ ଚନ୍ଦ୍ରା। 'ଗରମ ମସଲା', 'ଟ୍ରାଫିକ୍ ସିଗନାଲ୍' ଏବଂ 'ଓଏ ଲକି ! ଲକି ଓଏ !' ପରି ଚଳଚ୍ଚିତ୍ର ମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନୀତୁ ଏବେ…