ଓଡ଼ିଶାରେ ଜାରି ରହିବ ତାତି, ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର: ଓଡ଼ିଶାରେ ଏବେ ତାତିରୁ ନିସ୍ତାର ମିଳିବାର ସମ୍ଭାବନା କମ୍। ଆଗାମୀ କିଛି ଦିନ ରାଜ୍ୟରେ ଖରା ଓ ଗୁଳୁଗୁଳି ଜାରି ରହିବ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଅଧିକ ଅସହ୍ୟ ହେବାର ଆଶଙ୍କା ରହିଛି। ଆଇଏମଡି ପକ୍ଷରୁ ରବିବାର ଏନେଇ ସତର୍କ ସୂଚନା ଜାରି…