Puri Srimandir:ବିଶୃଙ୍ଖଳିତ ଆଚରଣ ପାଇଁ ୩ ସେବାୟତଙ୍କୁ କୈଫିୟତ ତଲବ; ଅଫିସରଙ୍କୁ ଦୁର୍ବ୍ୟବହାର…
ପୁରୀ: ଗତ ୨୮ ଫେବୃଆରୀ ତାରିଖରେ ସେବାପୂଜାରେ ବିଳମ୍ବ, ଡ୍ୟୁଟିରେ ଥିବା ଅଧିକାରୀଙ୍କ ପ୍ରତି ଦୁର୍ବ୍ୟବହାର ଓ ବିଶୃଂଖଳ ଆଚରଣ ଅଭିଯୋଗରେ ତିନିଜଣ ସେବକଙ୍କୁ କୈଫିୟତ ତଲବ
। ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ କୈଫିୟତ ତଲବ କରିଛନ୍ତି। ଉକ୍ତ ତିନିଜଣ ସେବକଙ୍କୁ ସାତ ଦିନ ମଧ୍ୟରେ ନିଜର ଲିଖିତ…