ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ ଇଣ୍ଡିଆର ନୂତନ ପ୍ରାର୍ଥୀ ଚୟନ
ଭୁବନେଶ୍ୱର: ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ ଇଣ୍ଡିଆ ଭୁବନେଶ୍ଵର ଶାଖାରେ ଅନୁଷ୍ଠିତ ବୈଠକରେ ୨୦୨୬-୨୭ ବର୍ଷ ପାଇଁ ନୂତନ ପ୍ରାର୍ଥୀ ଚୟନ ହୋଇଛି । ନୂତନ ପ୍ରାର୍ଥୀ ଭାବେ ଅଧ୍ଯକ୍ଷ ସିଏ ଗୌତମ ଲେଙ୍କା, ଉପାଧ୍ଯକ୍ଷ ତଥା ଛାତ୍ର ସଂଗଠନ ଅଧ୍ଯକ୍ଷ ସିଏ ପୃଥ୍ବୀରଞ୍ଜନ…