ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
ପୁରୀ:ଜଳିଗଲା ପୋଲିସ ଦ୍ବାରା ସିଜ୍ ହୋଇଥିବା ୨୦ରୁ ଅଧିକ ବାଇକ୍ । ପୁରୀର ପୁରୁଣା ସଦରଥାନା ଛକ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ କିଭଳି ଘଟିଲା ସେନେଇ କାରଣ ଅସ୍ପଷ୍ଟ ରହିଛି ।
ତେବେ ଘଟଣାସ୍ଥଳ ନିକଟରେ ଏକ ମଦ ଦୋକାନ ଥିବାରୁ କେହି ଲୋକ ସେଠାରେ ମଦ୍ୟପାନ କରି…