MGNREGA Name Change: ଜାନୁଆରୀ ୮ରୁ ମନରେଗା ବଞ୍ଚାଅ ଆନ୍ଦୋଳନ କରିବ କଂଗ୍ରେସ;ତୃଣମୂଳ ସ୍ତରରୁ…
ଭୁବନେଶ୍ବର: ମନରେଗା ନାଁ ବଦଳେଇବା ପ୍ରସଙ୍ଗକୁ ନେଇ କଂଗ୍ରେସ କରିବ ଆନ୍ଦୋଳନ। ଜାନୁଆରୀ ୮ରୁ ଫେବୃଆରୀ ୨୫ ଯାଏଁ ତୃଣମୂଳ ସ୍ତରରୁ ରାଜ୍ୟସ୍ତରୀୟ ଆନ୍ଦୋଳନର ଚେତାବନୀ ଦେଲା କଂଗ୍ରେସ। ୱାର୍ଡ ସ୍ତରରୁ ବିଧାନସଭା ଘେରାଉ କରିବ କଂଗ୍ରେସ। ପ୍ରେସମିଟ୍ରେ ସୂଚନା ଦେଲେ କଂଗ୍ରେସ ନେତା ରଣଦୀପ…