BrownSugar: ବ୍ରାଉନ୍ସୁଗାର ବେପାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ, ୨୦୨୦ରେ ଧରାପଡିଥିଲା…
ଭୁବନେଶ୍ବର:ବ୍ରାଉନ୍ସୁଗାର ବେପାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ସେସନ୍ କୋର୍ଟ-୩ । ଅଭିଯୁକ୍ତ ସେକ ହାସିମ ବକ୍ସକୁ ୨୦ବର୍ଷ ଜେଲ ଦଣ୍ଡ ଓ ଏକ ଲକ୍ଷ ଟଙ୍କା ଜୋରିମାନା ଦଣ୍ଡ ମିଳିଛି । ଯଦି ଏକ ଲକ୍ଷ ଟଙ୍କା ଜୋରିମାନା ନଦିଅନ୍ତି ଆହୁରି ଦୁଇ ବର୍ଷ…