ଆଜି ଅକ୍ଷୟ ତୃତୀୟା; ହଳ ବୁଲାଇ ଧାନ ବୁଣିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ସାରା ରାଜ୍ୟରେ ପାଳିତ ହୋଇଛି ଅକ୍ଷୟ ତୃତୀୟା ଉତ୍ସବ। ଏହି ପବିତ୍ର ଦିନରେ ଗାଁ ଠୁ ସହର ଉତ୍ସବମୁଖର ହୋଇଉଠିଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧାନ ବୁଣି ହଳ ବୁଲାଇ ଅକ୍ଷିମୁଠି ଅନୁକୁଳ କରିଛନ୍ତି। କଟକ ବିଦ୍ୟାଧରପୁର ସ୍ଥିତ ସିଆରଆରଆଇ ଧାନ ଗବେଷଣା…