ମିଆଁମାରରେ ଭୂମିକମ୍ପ; ଥରିଲା କୋଲକାତା
ନୂଆଦିଲ୍ଲୀ: କୋଲକାତା ଏବଂ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ମଙ୍ଗଳବାର ରାତି ସମୟରେ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା।
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ମିଆଁମାରର ସିତ୍ୱେ ନିକଟରେ ଅବସ୍ଥିତ। ଏହି ସ୍ଥାନଟି…