Latest Odisha News

BREAKING NEWS

Yearly Archives

2026

ବୁଦ୍ଧିର ରହସ୍ୟ: କେଉଁଠି ଥାଏ ମଣିଷର ଇଣ୍ଟେଲିଜେନ୍ସ ?

ନୂଆଦିଲ୍ଲୀ: ଆପଣ କେବେ ଭାବିଛନ୍ତି କି, କିଛି ଲୋକ ଅନ୍ୟମାନଙ୍କ ତୁଳନାରେ ଅଧିକ ବୁଦ୍ଧିମାନ କାହିଁକି ? କ’ଣ ଆମ ମସ୍ତିଷ୍କର କୌଣସି ଏକ ନିର୍ଦ୍ଦିଷ୍ଟ ଅଂଶ ଆମକୁ ଚତୁର କରିଥାଏ ? ନିକଟରେ ଏକ ଚାଞ୍ଚଲ୍ୟକର ଗବେଷଣା ଏହି ପୁରୁଣା ଧାରଣାକୁ ବଦଳାଇ ଦେଇଛି । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ…

ଏପଷ୍ଟିନ୍ ଫାଇଲ୍ସ ମାମଲା, ବଢ଼ିଲା କ୍ଲିଣ୍ଟନ ଦମ୍ପତିଙ୍କ ଅଡୁଆ

ନୂଆଦିଲ୍ଲୀ: ବିବାଦୀୟ ଏପଷ୍ଟିନ୍ ସେକ୍ସ ସ୍କାଣ୍ଡାଲ୍ ମାମଲାରେ ଫସିଛନ୍ତି ଆମେରିକାର ପୂର୍ବତନ ପ୍ରଭାବଶାଳୀ ଦମ୍ପତି। ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ଏବଂ ପତ୍ନୀ ହିଲାରୀ କ୍ଲିଣ୍ଟନ ଏବେ ହାଉସ୍ କମିଟି ସାମ୍ନାରେ ହାଜର ହୋଇ ସାକ୍ଷ୍ୟ ଦେବେ। କୋର୍ଟ ଅବମାନନା ଭୟରେ ଶେଷରେ ନଇଁଛନ୍ତି…

ପ୍ରତିରକ୍ଷା କ୍ଷେତ୍ରକୁ ପ୍ରୋତ୍ସାହିତ କରିବ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି

ୱାଶିଂଟନ: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିନାମା ବର୍ତ୍ତମାନ ବ୍ୟାପକ ଭାବରେ ଆଲୋଚନା ହେଉଛି। ବିଶେଷ କରି ରୁଷରୁ ଭାରତର ତୈଳ କ୍ରୟ ଏବଂ ଆମେରିକୀୟ କୃଷି ଉତ୍ପାଦ ପାଇଁ ବଜାର ଖୋଲିବା ବିଷୟରେ ଯଥେଷ୍ଟ ଆଲୋଚନା ହେଉଛି। କିନ୍ତୁ ଏହି ଚୁକ୍ତିନାମାର ଏକ ପ୍ରମୁଖ ଦିଗ ପ୍ରତିରକ୍ଷା କ୍ଷେତ୍ର ସହିତ…

Principal Suspended: ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ବ୍ୟାପିବା ଘଟଣା; ନିଲମ୍ବନ ହେଲେ ପ୍ରିନ୍ସିପାଲ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ଜବାହାର ନବୋଦୟ ବିଦ୍ୟାଳୟ କ୍ୟାମ୍ପସରେ ଜଣ୍ଡିସ୍ ବ୍ୟାପିବା ଘଟଣା । ପ୍ରିନ୍ସିପାଲ କବିତା କରଙ୍କୁ ନିଲମ୍ବିତ କରାଯାଇଛି । ତାଙ୍କ ସ୍ଥାନରେ ଭାଇସ୍‌ ପ୍ରିନ୍ସିପାଲ୍ ନୃସିଂହ ଚରଣ ଚକ୍ରଙ୍କୁ ଭାରପ୍ରାପ୍ତ ପ୍ରିନ୍ୟପାଲ୍ ଦାୟିତ୍ବ ଭାର ଦିଆଯାଇଛି ।…

BJD: ପଞ୍ଚାୟତ ଓ ପୌର ନିର୍ବାଚନ: ୪ ଜିଲ୍ଲାର ଦାୟିତ୍ବରେ ରହିବେ ବିଜେଡିର ଏହି ନେତା…

ଭୁବନେଶ୍ୱର: ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ । ୪ ସାଙ୍ଗଠନିକ ଜିଲ୍ଲାରେ ଚାରି ଜଣ ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବ୍ୟୋମକେଶ ରାୟଙ୍କୁ ଭଦ୍ରକ ଜିଲ୍ଲା ସଭାପତି ଦାୟିତ୍ୱ ମିଳିଛି । ପୂର୍ବରୁ ଜଗନ୍ନାଥ ସ୍ବାଇଁ ଭଦ୍ରକ ଜିଲ୍ଲା ବିଜେଡି ସଭାପତି ଭାବେ…

ଏପଷ୍ଟିନ ଫାଇଲ ଉପରେ ରୋକ ଲଗାଇବାକୁ ଦାବି, ପୀଡିତଙ୍କ ନାମ ପ୍ରକାଶ ହେବା ଉପରେ ଆମେରିକା କୋର୍ଟରେ ଶୁଣାଣି

ଓ୍ବାଶିଂଟନ୍: ଆମେରିକାରେ କୁଖ୍ୟାତ ଯୌନ ଅପରାଧୀ ଜେଫ୍ରି ଏପଷ୍ଟନଙ୍କ ମାମଲାରେ ଏକ ନୂତନ ବିବାଦ ଦେଖାଦେଇଛି । ଜଣେ ଆମେରିକୀୟ ଫେଡେରାଲ ବିଚାରପତି ଘୋଷଣା କରିଛନ୍ତି ଯେ, ସେ ଏପଷ୍ଟିନଙ୍କ ମାମଲା ସହିତ ଜଡିତ ସୂଚନା ସମ୍ବଳିତ ତଦନ୍ତ ଫାଇଲଗୁଡ଼ିକୁ ହଟାଇବା ପାଇଁ ଏକ ଅନୁରୋଧର ଶୁଣାଣି କରିବେ ।…

Weather Update: ଆହୁରି ୫ ଦିନ କଲବଲ କରିବ କୁହୁଡି, ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ହାଡ ଭଙ୍ଗା ଶୀତରୁ କିଛି ମାତ୍ରାରେ ରକ୍ଷାପାଇଛନ୍ତି ଲୋକେ । ହେଲେ ଘନ କୁହୁଡି କଲବଲ କରୁଛି ରାଜ୍ୟବାସୀଙ୍କୁ । ସକାଳ ୧୦ ଯାଏଁ ରାସ୍ତା ଘାଟରେ ଯାତାୟତ କରିବା ମୁସ୍କିଲ ହୋଇପଡିଛି । ତେବେ ଏଭଳି ସ୍ଥିତି ଆହୁରି ୫ ଦିନ ଲାଗି ରହିବ । ଏନେଇ ସୂଚନା ଦେଇଛି…

Matriculation Examination: ଆସନ୍ତା ୧୯ରୁ ମାଟ୍ରିକ୍‌ ପରୀକ୍ଷା: ପ୍ରଶ୍ନପତ୍ର ଭାଇରାଲ୍‌ ରୋକିବାକୁ ନିଆଗଲା ଏହି…

ଭୁବନେଶ୍ବର: ଆସନ୍ତା ୧୯ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦଶମ ଶ୍ରେଣୀ ପରୀକ୍ଷା । ଏହା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ମାଟ୍ରିକ୍‌ ପରୀକ୍ଷା ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା(ଓପନ ସ୍କୁଲ) ମଧ୍ୟ ସମାନ ଦିନରେ ହେବ । ରାଜ୍ୟର ୩୦୮୨ ଟି ପରୀକ୍ଷା…

ମୁମ୍ବାଇ ଏୟାରପୋର୍ଟରେ ଧକ୍କା ହେଲା ଦୁଇ ବିମାନର ୱିଙ୍ଗସ… 

ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ରନୱେ ନିକଟରେ ଟ୍ୟାକ୍ସିୱେରେ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ବିମାନର ଡେଣା ପରସ୍ପର ସହ ଧକ୍କା ହୋଇଥିଲା। ସୌଭାଗ୍ୟ ବଶତଃ ଏହି ଧକ୍କାରେ କୌଣସି ଯାତ୍ରୀ ଆହତ ହୋଇ ନାହାଁନ୍ତି…

ଫେବୃଆରୀ ୮ରେ ସୁଧା ସର୍ଜ୍ଜନା ମହାମହୋତ୍ସବ

ଭୁବନେଶ୍ୱର: ୩ା୨-ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୮ତମ ଜନ୍ମ ମହୋତ୍ସବ ତତ୍‌ସହ ସତ୍‌ସଙ୍ଗ ବିହାରସ୍ଥିତ ଶ୍ରୀମନ୍ଦିରର ପ୍ରତିଷ୍ଠା ବାର୍ଷିକୀ ଅବସରରେ ‘ସୁଧା ସର୍ଜ୍ଜନା ମହାମହୋତ୍ସବ’ ଆସନ୍ତା ରବିବାର(ଫେବୃୟାରୀ-୮, ୨୦୨୬) ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆ(ବରିମୁଣ୍ଡ…