ବ୍ରହ୍ମପୁତ୍ରରେ ଓଲଟିଲା ଡଙ୍ଗା; ଶିଶୁଙ୍କ ସମେତ ୬ ନିଖୋଜ
ନୂଆଦିଲ୍ଲୀ: ଆସାମର ବାରପେଟାରେ ଥିବା ବ୍ରହ୍ମପୁତ୍ର ନଦୀରେ ଏକ ଡଙ୍ଗା ବୁଡ଼ିଯିବା ଫଳରେ ଛଅ ଜଣ ନିଖୋଜ ହୋଇଯାଇଛନ୍ତି। ଯେଉଁଥିରେ ଛୋଟ ଛୁଆ ମଧ୍ୟ ରହିଛନ୍ତି।
ଦୁର୍ଘଟଣାର ଖବର ପାଇ NDRF ଏବଂ SDRF ଟିମ୍ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନ ଅଭିଯାନ ଆରମ୍ଭ କରିଥିବା ନେଇ ବାରପେଟା ଜିଲ୍ଲା…