ହାର୍ଦ୍ଦିକଙ୍କ ବ୍ୟାଟ ଚୋରୀ କରି ନେଇଗଲେ ରିଙ୍କୁ
ନୂଆଦିଲ୍ଲୀ: ଆଇପିଏଲରେ କୋଲକାତା ନାଇଟ ରାଇଡର୍ସକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ତାର ଅଭିଯାନ ଆରମ୍ଭ କରିଛି । ୧୪ ବର୍ଷ ପରେ ମୁମ୍ବାଇ ସିଜନର ଓପନିଂ ମ୍ୟାଚରେ ବିଜୟ ହାସଲ କରିଛି । ମ୍ୟାଚ ଶେଷ ହେବା ପରେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି । ମୁମ୍ବାଇର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନିକଟକୁ…