Latest Odisha News

BREAKING NEWS

ନିଆଁରେ ପୋଡ଼ି ହୋଇ OSAPର ୩ ଯବାନ ଗୁରୁତର

ଭଦ୍ରକ: ନିଆଁରେ ପୋଡି ହୋଇ ଓଡ଼ିଶା ସ୍ପେଶାଲ୍ ଆର୍ମଡ ପୋଲିସ ବା OSAPର ୩ ଯବାନ ଗୁରୁତର । ସେମାନଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୁରୁଣା ବଜାର ଥାନା ବାରାକରେ ଶୋଇଥିବା ବେଳେ ନିଆଁ ଲାଗିଥିଲା । ମଶା ଧୂପରୁ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.