Latest Odisha News

BREAKING NEWS

Browsing Tag

Bhadrak

ମୁସଲମାନଙ୍କ ପବିତ୍ର ମହରମ୍, ଭଦ୍ରକରେ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ବାହାରିଛି ୪୧ଟି କାଫିଲା

ଭଦ୍ରକ: ମହରମ୍ ପାଇଁ କଡ଼ା ସୁରକ୍ଷା । ୧୭ ପ୍ଲାଟୁନ୍ ପୋଲିସ ଫୋର୍ସ ୮୦ ଅଫିସର ଓ ୨ ଅତିରିକ୍ତ ଏସପି ଭଦ୍ରକ ସହରରେ ମୁତୟନ ହୋଇଛନ୍ତି । ମୁସଲମାନଙ୍କ ପବିତ୍ର ମହରମ୍ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ସତର୍କ ରହିବା ସହ ସୁରକ୍ଷା ବ୍ଯବସ୍ଥାକୁ କଡ଼ାକଡ଼ି କରିଛି । ଭଦ୍ରକରେ ସମୁଦାୟ ୪୧ଟି…

ମାଛ ଧରୁଥିବା ବେଳେ ନଦୀରେ ଭାସିଗଲେ ୨ ସାଙ୍ଗ

ଭଦ୍ରକ: ଭଦ୍ରକ ଦୋଳସାହିରେ ଅଘଟଣ । ମାଛ ଧରୁଥିବା ବେଳେ ନଦୀରେ ଭାସି ଯାଇଛନ୍ତି ୨ ସାଙ୍ଗ । ଜଣଙ୍କର ମୃତଦେହ ମିଳିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ୨ ସାଙ୍ଗ ତିହିଡି ଥାନା ଦୋଳସାହି ଗାଜିପୁରର କୁଣ୍ଡୀ ନଈକୁ ମାଛ…

ମହରମ୍ ପୂର୍ବରୁ ଭଦ୍ରକ ସହରରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ

ଭଦ୍ରକ: ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଭଦ୍ରକ ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଶନିବାର ୨୯ ତାରିଖରେ ମୁସଲିମ୍ ସମ୍ପ୍ରଦାୟର ମହରମ୍ ପର୍ବ ପାଳନକୁ ଦୃଷ୍ଟିରେ ରଖି ଆଜି ଠାରୁ ଭଦ୍ରକ ଜିଲ୍ଲାରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସହରର ରାଜଘାଟ ଛକରୁ ଏକ…

ଧସିଲା ବୈତରଣୀ ନଦୀବନ୍ଧ , ଆତଙ୍କିତ ସ୍ଥାନୀୟ ଲୋକେ

ଭଦ୍ରକ : ୨ ଶହ ଫୁଟ ଧସିଲା ବୈତରଣୀ ନଦୀର ନଦୀବନ୍ଧ | ଆତଙ୍କିତ ଅବସ୍ଥାରେ ଷାଠିବାଙ୍କୁଡା ଓ ବୋଡକ ୨ଟି ଗାଁର ନଦୀକୂଳିଆ ଲୋକ | ଭଦ୍ରକ ଜିଲ୍ଲା ଆରଡ଼ି ଷାଠିବାଙ୍କୁଡା ଠାରେ ବୈତରଣୀ ନଦୀର ନଦୀବନ୍ଧ ଧସିଛି | ନିମ୍ନମାନର କାମ ପାଇଁ ୧୫ ଦିନରେ ନଦୀବନ୍ଧ ଧସିଥିବା ସ୍ଥାନୀୟଲୋକଙ୍କ ଅଭିଯୋଗ |…

ଯାତ୍ରୀବାହୀ ବସ୍ ଓଲଟି ଜଣେ ମୃତ, ୧୫ ଆହତ

ଭଦ୍ରକ: ଭାରସାମ୍ୟ ହରାଇ ଓଲଟିଲା ବସ୍ । ଜଣଙ୍କ ମୃତ୍ୟୁ, ୧୫ରୁ ଅଧିକ ଜଣ ଆହତ । ଭଦ୍ରକ ଜିଲ୍ଲା ସାବରଙ୍ଗ ହାଇସ୍କୁଲ୍ ନିକଟରେ ଘରୋଇ ଯାତ୍ରୀବାହୀ ବସ୍ କ୍ରିଷ୍ଣା ଦୁର୍ଘଟଣାଗ୍ରସ୍ତ ହୋଇଛି । ଘରୋଇ ବସ୍ ଦୁର୍ଘଟଣାରେ ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି ।…

କାହା ମଙ୍ଗଳ କରୁଥିଲେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ? ଭିଜିଲାନ୍ସ ରେଡ୍ ବେଳେ ମିଳିଲା କୋଟିଏ ଜମା

ଭୁବନେଶ୍ୱର: ମାଳ ମାଳ କୋଠା… ବିଡ଼ା ବିଡ଼ା ଟଙ୍କା…। ଏସବୁ ହେଉଛି ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଅମାପ ସମ୍ପତ୍ତି । ଜୟନ୍ତୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା ହୋଇ ଯାଇଛି । ଚର୍ଚ୍ଚା ହେଉଛି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଥିବା ବେଳେ ନିଜ…

ଭଦ୍ରକ ନାଳିଆ ନଦୀରେ ବୁଡ଼ି ୩ ଛାତ୍ରଙ୍କର ଅକାଳ ମୃତ୍ୟୁ

ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଲାଙ୍ଗୁଡ଼ି ଅଞ୍ଚଳରେ ମଙ୍ଗଳବାର ଦିନ ଘଟି ଯାଇଛି ଏକ ବଡ଼ ଅଘଟଣ । ନାଳିଆ ନଦୀରେ ବୁଡ଼ି ଯିବାରୁ ୩ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ସ୍ମୃତି ରଞ୍ଜନ ସ୍ବାଇଁ, ରଜତ କୁମାର ଜେନା, ପ୍ରଣୟ କୁମାର ଲେଙ୍କା । ସମସ୍ତ ୩ ଜଣ ମୃତକ କୋରକୋରା…

ସାମ୍ବାଦିକାଙ୍କୁ ଅସଦାଚରଣ ଅଭିଯୋଗରେ ବନ୍ଧା ହେଲେ ମହିଳା ଏସ୍ଆଇ

ଭୁବନେଶ୍ୱର: ସାମ୍ବାଦିକାଙ୍କୁ ଅସଦାଚରଣ ଅଭିଯୋଗରେ ଭଦ୍ରକରେ ଜଣେ ମହିଳା ଏସ୍ଆଇ ଗିରଫ ହୋଇଛନ୍ତି । ଭଦ୍ରକ ସିଟି ଡିଏସପି ଅଂଶୁମାନ ଦ୍ୱିବେଦୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, ଏକ ୱେବ ଚ୍ୟାନେଲର ସାମ୍ବାଦିକା ଅସଦାଚରଣ ନେଇ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ,…

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଭଦ୍ରକ ଗସ୍ତ ସ୍ଥଗିତ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ଓଡ଼ିଶା ଆସିବେନି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅମିତ ଶାହଙ୍କ ଭଦ୍ରକ ଗସ୍ତ ବର୍ତ୍ତମାନ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି । ତେବେ ଶାହଙ୍କ ଭଦ୍ରକ ଗତ କାହିଁକି ସ୍ଥଗିତ ରଖାଗଲା ସେ ନେଇ କୌଣସି କାରଣ କୁହାଯାଇ ନାହିଁ । ଅମିତ ଶାହଙ୍କ ଗସ୍ତ…

ଆସୁଛି ରାମ ନବମୀ, ଭଦ୍ରକରେ ଆଇନଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ଓ RAFର ମିଳିତ ଫ୍ଲାଗ୍ ମାର୍ଚ୍ଚ

ଭଦ୍ରକ : ଶ୍ରୀରାମ ନବମୀ ମହୋତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବା ଲକ୍ଷ୍ୟରେ ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଭଦ୍ରକରେ ପହଞ୍ଚିଛନ୍ତି 60 ଜଣିଆ ରାପିଡ୍ ଆକ୍ସନ୍ ଫୋର୍ସ(RAF) । ଆଜି (ମଙ୍ଗଳବାର) ଉଭୟ ଜିଲ୍ଲା ପୋଲିସ ଓ RAF…