Latest Odisha News

BREAKING NEWS

କୋଭିଡ ପଜିଟିଭ ଚିହ୍ନଟ ହେଲେ ଟେଲି ଜଗତର ଏହି ହିଟ ଯୋଡି

ମୁମ୍ବାଇ: ୨୦୦୮ ମସିହାରେ ରାମାୟଣରେ ପ୍ରଭୁ ରାମ ଓ ସୀତାଙ୍କ ଭୂମିକାରେ ଅଭିନୟ କରି ଲୋକଙ୍କ ପ୍ରଶଂସା ସାଉଁଟି ଥିବା ଉଭୟ ରିଲ ଓ ରିୟଲ ଲାଇଫ କପୁଲ ଗୁରମିତ ଓ ଦେବୀନାଙ୍କୁ କରୋନା ।

ବର୍ତ୍ତମାନ ସେ ହୋମ ଆଇସଲେସନରେ ଥିବା କହିଛନ୍ତି ।

ତାଙ୍କ ଫ୍ୟାନ୍ସ ମାନେ ଏହି ଖବର ଜାଣିବା ପରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହି ଅଭିନେତା କିଛି ଦିନ ପୂର୍ବରୁ ମୁମ୍ବାଇ ଦର୍ପଣକୁ ଦେଇଥିବା ସୂଚନାନୁଯାୟୀ, ସେପ୍ଟେମ୍ବର ୧୭ ରେ ତାଙ୍କ ଚଳଚ୍ଚିତ୍ର ‘ଦି ପତ୍ନୀ’ର ସୁଟିଂ ପରେ ସେ ଜୟପୁରରୁ ଫେରିଥିଲେ ।

Leave A Reply

Your email address will not be published.