ଦେବଗଡ: ଦେବଗଡରେ ମାତିଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପଲମ ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଲୁଟ୍ ଉଦ୍ୟମ କରିଛନ୍ତି । ତାଲା ଭାଙ୍ଗି ଲୁଟେରାମାନେ ବ୍ୟାଙ୍କ ଭିତରକୁ ପଶିଥିବା କୁହାଯାଉଛି । ତେବେ ସେମାନଙ୍କ ଉଦ୍ୟମ ବିଫଳ ହୋଇଛି । ବ୍ୟାଙ୍କରୁ ଟଙ୍କା ଲୁଟ୍ ହୋଇନଥିବା ଜଣାପଡିିଛି । ବ୍ୟାଙ୍କ ଲୁଟ୍ ଉଦ୍ୟମ ପ୍ରମାଣ ନଷ୍ଟ ପାଇଁ ଦୁର୍ବୃତ୍ତମାନେ ବ୍ୟାଙ୍କର ସିସିଟିଭି ମଧ୍ୟ ଭାଙ୍ଗି ଦେଇଛନ୍ତି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।
BREAKING NEWS
- କାକଦ୍ବୀପ ନିକଟରୁ ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର
- ଆମେରିକା ଏବଂ ଇରାନ ସଂଘର୍ଷ; ୩% ବଢିଲା ଅଶୋଧିତ ତୈଳ ମୂଲ୍ୟ
- ବ୍ୟାଙ୍କକ୍ରେ ଭୟାବହ ଅଗ୍ନିକାଣ୍ଡ; ୨୭ ମୃତ, ବହୁ ଆହତ
- କୁମାର ସାନୁଙ୍କ ପୁଅ କୋଭିଡ ପଜିଟିଭ, ହସ୍ପିଟାଲରୁ ସେୟାର କଲେ ମଜାଦାର ଭିଡିଓ
- ସମ୍ମାନିତ ହେଲେ ଉଦୀୟମାନ ବାସ୍କେଟବଲ ଖେଳାଳି
- Ex-BJD MLA Pravat Biswal:ବିଜେପିକୁ ଟାର୍ଗେଟ କଲା ବିଜେଡି;ଚିଟଫଣ୍ଡ ଅଭିଯୁକ୍ତଙ୍କୁ ନିଜ ଦଳରେ ସାମିଲ କରିଛି
- ବାହାଘର ଭୋଜି ଖାଇ ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ, ଫୁଡ୍ ପଏଜନିଂ ହୋଇଥିବା ସନ୍ଦେହ
- ସର୍ବକ୍ଷମା ଯୋଜନା ୨୦୨୬ ଆରମ୍ଭ, ଆବେଦନ ପାଇଁ ସୂଚନା ଦେଲା ଇପିଏଫଓ
- ବାଇକକୁ ଘୋଷାଡି ନେଲା ଟ୍ରକ; ବାପାଙ୍କ ସହ ଚାଲିଗଲା ୨ ପୁଅଙ୍କ ଜୀବନ
- ତାମିଲନାଡ଼ୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମରଶରୀର ଆଣିବା ପାଇଁ ପ୍ରଶାସନର ସହାୟତା ଲୋଡିଲେ…
Comments are closed.