କଟକ: ରାଜ୍ୟ ବାର୍ କାଉନ୍ସିଲ୍ଙ୍କୁ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ରାଜ୍ୟର ସବୁ ଓକିଲ ସଂଘ ନିର୍ବାଚନ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୱାନ୍ ବାର୍ ୱାନ୍ ଇଲେକସନ୍ କରାଯାଉ ବୋଲି କୋର୍ଟ କହିଛନ୍ତି । ନିର୍ବାଚନ ପାଇଁ ନଭେମ୍ବର ଶେଷ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଡିସେମ୍ବର ୧୫ ସୁଦ୍ଧା ନିର୍ବାଚନ ସାରି ଫଳ ଘୋଷଣା କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ୨ଥର ଘୋଷଣା ସତ୍ତେ୍ୱ କରୋନା ପାଇଁ ନିର୍ବାଚନ ବନ୍ଦ ଥିଲା ।
BREAKING NEWS
- ଅପରେସନ ଚକ୍ର ଅଭିଯାନ: ବ୍ରାଉନସୁଗାର ଓ କୋରେକ୍ସ ବିକ୍ରି ଅଭିଯୋଗରେ ବନ୍ଧା ହେଲେ ଅନେକ
- ଜୁଆ ଆଡ୍ଡାରେ ଅତର୍କିତ ଚଢାଉ; ୭.୭୦ ଲକ୍ଷ ଜବତ ସହ ୮ ଗିରଫ
- ରବି ଶାସ୍ତ୍ରୀ ହୋଇ ପାରନ୍ତି ଇଂଲଣ୍ଡ କୋଚ !
- ହସ୍ତିନାପୁର ଉପରେ ଦ୍ରୌପଦୀଙ୍କ ଅଭିଶାପ ପଡ଼ିଛି; କାହିଁକି ଏଭଳି କହିଲେ ଯୋଗୀଙ୍କ ମନ୍ତ୍ରୀ
- ଘର ବାହାରେ ଖରାରେ ବସିଥିବା ବେଳେ ଚଢ଼ିଗଲା ଟ୍ରାକ୍ଟର; ଶିଶୁ ମୃତ,ମାଆ ଗୁରୁତର
- ରୋହିତ, କୋହଲିଙ୍କ ପରି ଖେଳାଳିଙ୍କ ଉପରେ ଚାପ ପକାଇ କଣ ପାଇଲା ବିସିସିଆଇ
- ରଜନୀକାନ୍ତ ଫିଲ୍ମରେ ହେବ ଶାହାରୁଖଙ୍କ ଏଂଟ୍ରି
- ସୋସିଆଲ ମିଡ଼ିଆ ବ୍ୟବହାର କରିପାରିବେ ସେନା, ହେଲେ ଲାଇକ ଓ କମେଣ୍ଟ କଟକଣା…
- Rahman Returns:୧୭ ବର୍ଷ ପରେ ଫେରିଲେ ତାରିକ୍ ରହମାନ, ଏହି କାରଣ ପାଇଁ ଛାଡ଼ିଥିଲେ ଜନ୍ମମାଟି…
- ଡନ ୩ରୁ ରଣବୀରଙ୍କୁ ବାହାର କରାଯାଇଛି !
Comments are closed.