‘ୟୁନେସ୍କୋ’ ଆନୁକୂଲ୍ୟରେ ୨୦୦୨ରୁ ପ୍ରତିବର୍ଷ ୧୦ ନଭେମ୍ବରରେ ପାଳନ କରାଯାଉଛି ବିଶ୍ୱ ବିଜ୍ଞାନ ଦବସ। ‘ଶାନ୍ତି ଓ ବିକାଶ ପାଇଁ ବିଶ୍ୱ ବିଜ୍ଞାନ ଦିବସ’ ବା ଇଂଲିସ୍ରେ ‘ୱାର୍ଲ୍ଡ ସାଇନ୍ସ ଡେ ଫର୍ ପିସ୍ ଆଣ୍ଡ୍ ଡେଭ୍ଲପ୍ମେଣ୍ଟ୍’ ପାଳନ କରାଯାଏ। ସମାଜର ବିକାଶରେ ବିଜ୍ଞାନର ଅବଦାନ ମହତ୍ୱପୂର୍ଣ୍ଣ। ସେଥିପାଇଁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି। ଲୋକଙ୍କୁ ବିଜ୍ଞାନ ବାବଦରେ ଅଧିକରୁ ଅଧିକ ସଚେତନ କରିବା, ଶାନ୍ତି ଓ ବିକାଶ ପାଇଁ ଏହାକୁ ବ୍ୟବହାର କରିବା ଏବଂ ସମାଜ ସହ ଏହାକୁ ଯୋଡ଼ିବା, ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଏକ ଧାରଣକ୍ଷମ ସମାଜ ପାଇଁ ଏହାର ବ୍ୟବହାର ବାବଦରେ ସଚେତନତା ସୃଷ୍ଟିି କରିବା ଉଚିତ
BREAKING NEWS
- Road Accident: ହାଇୱା-କାର୍ ମୁହାଁମୁହିଁ ଧକ୍କା: ସାମ୍ବାଦିକ ଓ ତାଙ୍କ ପତ୍ନୀ ଗୁରୁତର…
- Cold Wave: ପ୍ରବଳ ଜାଡ଼ରେ ଥରହର ରାଜ୍ୟବାସୀ, ସପ୍ତାହେ ଯାଏଁ ବଦଳିବନି ପାଗ..
- ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସହ ଫୁଟବଲ୍ ଖେଳିଲେ, ରାହୁଲ ଗାନ୍ଧୀଙ୍କୁ ଆର୍ଜେଣ୍ଟିନା ଜର୍ସି ପ୍ରଦାନ କଲେ ମେସି
- Spying For Pakistan: ପାକ୍ ଗୁପ୍ତଚରଙ୍କୁ ଗୋପନୀୟ ତଥ୍ୟ ପଠାଉଥିବା ଅଭିଯୋଗରେ ଅବସରପ୍ରାପ୍ତ IAF ଅଧିକାରୀ ଗିରଫ
- Odisha Masters 2025:ଡିସେମ୍ବର ୧୪ରେ ଫାଇନାଲ ମ୍ୟାଚ; ଏହି ଭାରତୀୟ ଖେଳାଳୀ ଦେଖାଇବେ ଦମ୍
- କୃଷିର ନିରନ୍ତର ଅଭିବୃଦ୍ଧି ପାଇଁ ଶୀତଳ ଭଣ୍ଡାର ଏକ ସହାୟକ ପରିବେଶ ସୃଷ୍ଟି କରିବ: କୃଷି ମନ୍ତ୍ରୀ
- ପରଲୋକରେ ବରିଷ୍ଠ ସାମ୍ବାଦିକ ଦୁଲାଲ ମିଶ୍ର
- ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣରେ ସମ୍ବର୍ଦ୍ଧିତ ହେଲେ ରାଜ୍ୟର ୩୦ ଛାତ୍ରଛାତ୍ରୀ; ଯିବେ ISRO
- ବନ୍ଦେ ଭାରତ ଟ୍ରେନରେ ମିଳିବ ସ୍ଥାନୀୟ ଖାଦ୍ୟ, ପରେ ଅନ୍ୟ ଟ୍ରେନରେ ବି ହେବ ଉପଲବ୍ଧ…
- ସତରେ କଣ ଘରର ସୁନା ଯୋଗିଥାଏ ସାପ ? କ’ଣ କହୁଛି ଧର୍ମ…
Comments are closed.