Latest Odisha News

ବୌଦ୍ଧ ଡ଼ାକ୍ତରଖାନାରେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀଙ୍କ ମୃତ୍ୟୁ

ବୌଦ୍ଧ: ସୋନପୁର ଜିଲ୍ଲା ଅନ୍ତର୍ଗତ ଗୋଧନେଶ୍ୱର ଗ୍ରାମର କାମପାଳ ଖମାରୀ ନାମକ ଜଣେ ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା କଏଦୀଙ୍କର ଗୁରୁବାର ଦିନ ବୌଦ୍ଧ ଜିଲ୍ଲା ଡ଼ାକ୍ତରଖାନାରେ ମୃତ୍ୟୁ ଘଟିଛି ।

ସେ ବୌଦ୍ଧ ଡ଼ାକ୍ତରଖାନାରେ ରହି ଚିକିତ୍ସିତ ହେଉଥିଲେ ।

ଏହି କଏଦୀ ଜଣକ ଏକ ଡ଼ବଲ୍ ମର୍ଡ଼ର ହତ୍ୟାକାଣ୍ଡରେ ସଂପୃକ୍ତ ହୋଇ ପୋଲିସ ଦ୍ୱାରା ଗିରଫ ହୋଇଥିଲେ । ଏହି କଏଦୀଙ୍କୁ ବୌଦ୍ଧ ସବ-ଜେଲରେ ରଖାଯାଇଥିଲା ।

Leave A Reply

Your email address will not be published.