ନୂଆଦିଲ୍ଲୀ: ବଲିଉଡ ଅଭିନେତା ରାଜକୁମାର ରାଓ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଆଗାମୀ ଚଳଚ୍ଚିତ୍ର ‘ ଦ ହ୍ୱାଇଟ ଟାଇଗର’ର ଟ୍ରେଲର ରିଲିଜ ହୋଇଛି। ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଥିବା ଏହି ଚଳଚ୍ଚିତ୍ରଟି ଅରବିନ୍ଦ ଅଡିଗାଙ୍କ ‘ଦ ହ୍ୱାଇଟ ଟାଇଗର’ ର ଶୀର୍ଷକ ୨୦୦୮ର ଉପନ୍ୟାସ ଉପରେ ଆଧାରିତ। ଟ୍ରେଲରକୁ ଦେଖି ଅନୁମାନ କରାଯାଉଛି ଯେ ଫିଲ୍ମରେ ଏକ ସାମାଜିକ ଭେଦଭାବକୁ ପ୍ରଦର୍ଶନ କରାଯାଇଛି। ଟ୍ରେଲର ଅନୁଯାୟୀ ଦ ହ୍ୱାଇଟ ଟାଇଗର’ ମୁଖ୍ୟତଃ ଦାରିଦ୍ର, ଜାତି, ଧର୍ମ, ରାଜନୀତି, ଦୁର୍ନୀତି ଉପରେ ମନ୍ତବ୍ୟ ଦିଆଯାଇଛି।
BREAKING NEWS
- Bangladesh Election: ନିଜ ଦେଶ ଫେରିଯିବେ କି ନିର୍ବାସିତା ଶେଖ ହସିନା?…ଏବେ ତାରିକ ରହମାନ ଯୁଗରେ କେମିତି ରହିବ ଭାରତ-ବାଂଲାଦେଶ ସମ୍ପର୍କ?
- ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଚଳିତ ବର୍ଷ ଆଗୁଆ ନାମଲେଖା
- Odisha Contractors Protest: ଆସନ୍ତା ୨୦ରୁ ୩ ପ୍ରମୁଖ ଠିକାଦାର ସଂଘର ରାଜ୍ୟବ୍ୟାପୀ ଆନ୍ଦୋଳନ
- New PMO at ‘Seva Teerth’: ୮୦ ବର୍ଷ ପରେ ଭାରତର ଶକ୍ତି ବ୍ୟବସ୍ଥାରେ ପରିବର୍ତ୍ତନ, ଏଣିକି ‘ସେବା ତୀର୍ଥ’ରୁ ଚାଲିବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ…
- Maoist Posters: ରାୟଗଡ଼ାରେ କେବିକେ ଡିଭିଜନ୍ ପକ୍ଷରୁ ଲାଗିଲା ମାଓ ପୋଷ୍ଟର
- ପାରାଦୀପ ହେବ ବ୍ଲୁ ଫ୍ଲାଗ ବିଚ୍: ସମୀକ୍ଷା କଲେ ମୁଖ୍ୟ ସଚିବ
- ଭିତରକନିକାରେ ହ୍ରାସ ପାଇଲା ଡଲଫିନ ସଂଖ୍ୟା, ଚଳିତ ବର୍ଷ କମିଛନ୍ତି ଏତିକି ଡଲଫିନ୍…
- ୬ ପତ୍ନୀଙ୍କ ପାଇଁ ୨୦ ଫୁଟର ପଲଙ୍କ.. କିଏ ସେହି ମହାନ କଳାକାର !
- ରିୟାନ ପରାଗ ହେବେ ରାଜସ୍ଥାନ ରୟାଲ୍ସର ଅଧିନାୟକ
- ବେଙ୍ଗାଲୁରୁରେ ଭୟଙ୍କର ସିରିଜ ଦୁର୍ଘଟଣା, ୭ ମୃତ
Comments are closed.