ଲାହୋର: ୧୪ ବର୍ଷ ପରେ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ଟେଷ୍ଟ ସିରିଜ ଖେଳିବା ପାଇଁ ପାକିସ୍ତାନରେ ଶନିବାର ପଂହଚିଛି । ୨୦୦୭ରେ ଦଳ ଶେଷ ଥର ପାକିସ୍ତାନ ଗସ୍ତରେ ଯାଇଥିଲା । ସେ ସମୟରେ ଭ୍ରମଣକାରୀ ଦଳ ୧-୦ରେ ସିରିଜ ଜିତିଥିଲା । ଶ୍ରୀଲଙ୍କା ଖେଳାଳିଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ୨୦୦୯ରେ ହୋଇଥିଲା । ଏହା ପରେ କୌଣସି ଟିମ୍ ପାକିସ୍ତାନ ଗସ୍ତରେ ଯିବାକୁ ରାଜି ହୋଇ ନ ଥିଲେ । ୨୦୧୦ ଓ ୨୦୧୩ରେ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ମଧ୍ୟରେ ସିରିଜ ୟୁଏଇରେ ଖେଳାଯାଇଥିଲା । ଦକ୍ଷିଣ ଆଫ୍ରିକା ଟିମ୍ ଏହି ଗସ୍ତରେ ୨ଟି ଟେଷ୍ଟ ୩ଟି ଟି୨୦ ମ୍ୟାଚ ଖେଳିବ ।
ଦକ୍ଷିଣ ଆଫ୍ରିକ ଟିମ୍: କ୍ୱିଂଟନ ଡିକକ୍ (ଅଧିନାୟକ), ଏଡେନ ମାର୍କରମ, ଡିନ ଏଲଗାର, ଫାପ ଡୁ ପ୍ଲେସି, ତେମ୍ବା ବାବୁମା, କାଗିସ ରାବାଡା, ଡ୍ୱେନ ପ୍ରାଟୋରିୟସ, କେଶବ ମହାରାଜ, ଲୁଂଗି ଏନଗିଡି, ରାସି ୱାନଡର ହୁସେନ, ଏନରିକ ନାର୍ଜ, ୱାୟନ ମୁଲ୍ଡର, ଲୁଥୋ ସିପ୍ଲମାଲା, ବେଉରାନ ହେଣ୍ଡିକ୍ସ, କାଇନ ୱେରିୟନ୍ସ, ସେରେଲ ଇରବେ, କିଗନ ପିଟରସନ, ତବରେଜ ଶମ୍ସି, ଜର୍ଜ ଲିଣ୍ଡେ, ଡେରେନ ଡୁପାୱାଲିନ, ମାର୍କୋ ଜନଶନ ।
BREAKING NEWS
- ବାଂଲାଦେଶକୁ ଆଇସିସିର ୨୪ ଘଣ୍ଟିଆ ଡେଡ୍ଲାଇନ୍
- IPLରେ AI ଏଣ୍ଟ୍ରି; ଜେମିନି ସହ ହାତ ମିଶାଇଲା ବିସିସିଆଇ
- ଡ୍ରପ ଆଉଟ ପିଲାଙ୍କ ଆଡମିସନ ଫି ଛାଡ କଲେ ସରକାର
- Road accident: ଖାଇକୁ ଖସିଲା ଜିପ୍;୩ମୃତ, ୧୭ ଆହତ
- ରେକର୍ଡ ଭାଙ୍ଗୁଛି ବର୍ଡର ୨; ଆଡଭାନ୍ସ ବୁକିଂରେ କଲା ଏତିକି ଆୟ…
- india post: ପୋଷ୍ଟ ଅଫିସ୍ ଏଫଡି ଯୋଜନାରେ ₹୧ ଲକ୍ଷ ଜମା କଲେ ମିଳିବ ଏତିକି ରିଟର୍ଣ୍ଣ
- Gold Rate: ଦେଢ଼ ଲକ୍ଷ ପାର୍ କଲା ସୁନା ଦର…ଜାଣନ୍ତୁ ଗତ ବଜେଟ୍ ପରଠାରୁ କେତେ ମହଙ୍ଗା ହୋଇଛି ହଳଦିଆ ଧାତୁ?
- ଖଣ୍ଡଗିରି ମେଳାକୁ ନେଇ ବିଏମସିର ଗାଇଡଲାଇନ ଜାରି…
- ରାସ୍ତାରୁ ହଟିବ ଡିଜେଲ୍ ଚାଳିତ ଆମ ବସ୍: ମନ୍ତ୍ରୀ
- Rule Change For Lok Sabha MPs: ଏଣିକି ସଂସଦରେ ବିଳମ୍ବରେ ପହଞ୍ଚିବା ପଡ଼ିବ ମହଙ୍ଗା, ସିଧା କଟିବ ଦରମା…
Comments are closed.