Latest Odisha News

BREAKING NEWS

ବାଲୁକା କଳାରେ ଭାଲେଣ୍ଟାଇନ୍ ଡେ’ ଶୁଭେଚ୍ଛା, ଦେଶକୁ ଭଲ ପାଇବାର ବାର୍ତ୍ତା ଦେଲେ ସୁଦର୍ଶନ

ପୁରୀ: ଆଜି ଭଲେଣ୍ଟାଇନ ଡେ’ ବା ପ୍ରେମ ଦିବସ । ଏହି ଅବସରରେ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁନ୍ଦର୍ଶନ ପଟ୍ଟନାୟକ । ବାଲୁକା କଳାରେ ପ୍ରେମ ଦିବସର ଶୁଭେଚ୍ଛା ଜଣାଇବା ସହ ସୁନ୍ଦର ବାର୍ତ୍ତା ବି ଦେଇଛନ୍ତି । ଭାଲେଣ୍ଟାଇନ ଡେ’ରେ ସେ ଦେଶକୁ ଭଲ ପାଇବା ପାଇଁ ବାର୍ତ୍ତା ଦେଇଛନ୍ତି । ବାଲିକେ ଲେଖିଛନ୍ତି, ଆଇ ଲଭ୍ ମାଇଁ ଇଣ୍ଡିଆ ।

Leave A Reply

Your email address will not be published.