ମୁମ୍ୱାଇ: ପଟ୍ଟୌଦୀ ପରିବାରର ନୂଆ ସଦସ୍ୟ । ସୈଫିନା ଫ୍ୟାନଙ୍କ ପାଇଁ ଖୁସି ଖବର । ପୁଣି ପୁତ୍ର ସନ୍ତାନର ବାପା-ମାଆ ହୋଇଛନ୍ତି ବଲିଉଡର ଦୁଇ ଷ୍ଟାର ସୈଫ ଅଲ୍ଲୀ ଖାନ୍ ଓ କରୀନା କପୁର । ଆଜି ବେବି ବୟକୁ ଜନ୍ମ ଦେଇଛନ୍ତି ବେବୋ । ଭୋରରୁ କରୀନାଙ୍କୁ ମୁମ୍ୱାଇ ବିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦ୍ୱିତୀୟ ସନ୍ତାନର ବାପା-ମାଆ ହୋଇଛନ୍ତି ସୈଫ ଓ କରୀନା । ସେମାନଙ୍କ ଚାରି ବର୍ଷର ପୁଅ ତୈମୁର ଖାନ୍ ଅଲ୍ଲୀ । ଏବେ ତୈମୁରକୁ ସାନ ଭାଇ ମିଳିଛି । ଗତବର୍ଷ ଅଗଷ୍ଟ ମାସରେ କରିନା ଗର୍ଭବତୀ ଥିବା ସୂଚନା ଦେଇଥିଲେ । ଏବେ ନୂଆ ସଦସ୍ୟଙ୍କୁ ସ୍ୱାଗତ କରିଛି ପଟ୍ଟୌଦୀ ଫ୍ୟାମିଲି ।
BREAKING NEWS
- ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…
- ଲସ୍ ଆଞ୍ଜେଲସରେ ହେବ ‘ରାମାୟଣ’ର ୱାର୍ଲ୍ଡ ପ୍ରିମିୟର
- ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଲେ ଅଭିନେତା ଆମିର ଖାଁ
- ରଣଜୀ ଟ୍ରଫି: ଓଡ଼ିଶାର ଭଲ ଆରମ୍ଭ ପରେ ମଜବୁତ ସ୍ଥିତିକୁ ଫେରିଲା କେରଳ, ସଚିନ୍ ବେବିଙ୍କ ଶତକ
- ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…
- ପ୍ରାଚୀନ ମିଶରରେ ବିରାଡ଼ିଙ୍କୁ ମାରିଲେ ମିଳୁଥିଲା ମୃତ୍ୟୁଦଣ୍ଡ — ଜାଣନ୍ତୁ କାହିଁକି ରହିଥିଲା ଏଭଳି କଡ଼ା କାନୁନ୍?
- ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଷଡ଼ଯନ୍ତ୍ର…
- ଭାରତ ସିରିଜ୍ରୁ ୨୮୫ କୋଟି ଟଙ୍କା ରୋଜଗାର, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇବ ଶୂନ

Comments are closed.