ନୂଆଦିଲ୍ଲୀ: ଦେଶରେ ଅଚାନକ ବଢ଼ିଛି କରୋନା କାୟା । ଗତ ସପ୍ତାହେ ହେବ ନିୟମିତ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାକ ଦୃଷ୍ଟିରେ ରଖି ସତର୍କ ରହିବା ପାଇଁ ସବୁ ରାଜ୍ୟକୁ ଚିଠି ଲେଖିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛି । RT-PCR ଟେଷ୍ଟିଂ କ୍ଷମତା ବଢ଼ାଇବାକୁ କହିଛନ୍ତି କେନ୍ଦ୍ର ସରକାର । ସର୍ଭେଲାନ୍ସକୁ କଡ଼ାକଡ଼ି କରିବା ପାଇଁ କୁହାଯାଇଛି । ଏହାସହ କନେଣ୍ଟନମେଣ୍ଟକୁ ବି ଅଧିକ କଡ଼ାକଡ଼ି କରିବାକୁ କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ବିଶେଷ କରି ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ପଞ୍ଜାବ ଓ ଜମ୍ମୁ କଶ୍ମୀରରେ ସଂକ୍ରମଣ ଗତ କିଛ ଦିନରେ ଉପରମୁହାଁ ହୋଇଛି । ଦେଶର ମୋଟ୍ ଆକ୍ଟିଭ୍ କେସରେ ୭୪ ପ୍ରତିଶତ କେବଳ କେରଳ ଓ ମହାରାଷ୍ଟ୍ରରୁ ଅଛନ୍ତି । ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରତିଷେଧକମୂଳକ ପଦକ୍ଷେପ ନେବା ପାଇଁ ସବୁ ରାଜ୍ୟକୁ ପରାମର୍ଶ ଜାରି କରିଛନ୍ତି କେନ୍ଦ୍ର ସରାକର ।
BREAKING NEWS
- ରାଜ୍ୟର ବ୍ଲୁ-ଇକୋନୋମିରେ ଉନ୍ନତି ଏବଂ ଜଳବାୟୁରେ ସନ୍ତୁଳନ ପାଇଁ MoU ସ୍ବାକ୍ଷର…
- TCSରେ ହେଉଥିଲା କି ଧର୍ମାନ୍ତରୀକରଣ?
- Severe Road Accident: ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୮ ଶ୍ରଦ୍ଧାଳୁଙ୍କ ଜୀବନ
- ବେଆଇନ ସିଲିଣ୍ଡର ଠୁଳ ଅଭିଯୋଗ, ୪୯୯୨ ସିଲିଣ୍ଡର ଜବତ
- Bhitarkanika National Park: ଆସନ୍ତା ମେ’ପହିଲାରୁ ଭିତରକନିକା ବନ୍ଦ
- PM Modi On Women Quota Bill: “ଦେଶର ଭବିଷ୍ୟତ ନିର୍ଣ୍ଣୟ କରିବ ଏହି ଗୋଟିଏ ବିଲ୍, ବିରୋଧୀ ପସ୍ତାଇବେ”, ମହିଳା ସଂରକ୍ଷଣ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଲେ…
- 8th Pay Commission: ବେସିକ୍ ପେ ୧୮ ନୁହେଁ, ମିଳିବ ୬୯ ହଜାର!
- ଦୁର୍ବଳ ଭାରତୀୟ ଅର୍ଥନୀତି, IMF ରାଙ୍କିଙ୍ଗରେ ଖସିଲା ଏହି ସ୍ଥାନକୁ..
- କିପରି ପାଇବେ Z ସିକ୍ୟୁରିଟି? ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ..
- India’s Exports Hit Record: ମୋଦି ମ୍ୟାଜିକ୍ ଆଗରେ ଫେଲ ଟ୍ରମ୍ପ୍ଙ୍କ ଟାରିଫ୍!
Comments are closed.