ନୂଆପଡ଼ା: କମ୍ବିଂ ଅପରେସନ୍ ବେଳେ ଲ୍ୟାଣ୍ଡମାଇନ୍ ଠାବ ହୋଇଛି। ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଚେରେଚୁଆଁ ତନଖି ଫାଟକ ଏବଂ ବନ୍ୟପ୍ରାଣୀ ବିଭାଗ ବିଟ ହାଉସ ନିକଟରେ ଆଜି ପୂର୍ବାହ୍ନରେ ୧୫ କିଲୋଗ୍ରାମରୁ ଉର୍ଦ୍ଧ୍ବ ଓଜନର ଲ୍ୟାଣ୍ଡମାଇନ୍ ଠାବ କରାଯାଇଛି।
BREAKING NEWS
- ଭୁବନେଶ୍ୱର ଶ୍ରେୟା ଛକ ନିକଟରେ ବାଇକକୁ ଧକ୍କା ଦେଲା ଆମ ବସ୍, ଯୁବକ ଗୁରୁତର
- କାହିଁକି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ବଙ୍ଗ ବାଘୁଣୀ ?
- ଏଣିକି ୧୫ ମିନିଟରେ ସିଆରପି ଛକରୁ ବାହାରି ଇନଫୋସିଟିରେ ପହଞ୍ଚିଯିବେ
- Photos os PM Modi tenure: ଅନ୍ୟ ଦେଶର ପ୍ରଧାନମନ୍ତ୍ରୀ ଛୁଇଁଥିଲେ ତାଙ୍କ ପାଦ…ହଠାତ୍ ପାକିସ୍ତାନ ମାଟିରେ ରଖିଥିଲେ ପାଦ…ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳର ସବୁଠାରୁ ଚର୍ଚ୍ଚିତ ଫଟୋ…
- ଚାନ୍ଦିପୁରରେ ଆଜି ଅତ୍ୟାଧୁନିକ ମିସାଇଲ୍ ପରୀକ୍ଷଣ
- ଏହିସବୁ ରାଜ୍ୟକୁ ପ୍ରବଳ ବର୍ଷା ଆଲର୍ଟ
- ବନ୍ୟା ଓ ମୌସୁମୀ ବର୍ଷା ଋତୁରେ କଡ଼ା କଟକଣା, ଛୁଟି ଉପରେ ଜଳସମ୍ପଦ ବିଭାଗ ଲାଗିଲା ରୋକ୍
- Cabinet reshuffle soon?: ମୋଦି କ୍ୟାବିନେଟରୁ ମନ୍ତ୍ରୀଙ୍କ ଛୁଟି!, କଟିଲା ୨ କେନ୍ଦ୍ରମନ୍ତ୍ରୀଙ୍କ ଟିକେଟ…
- ଏସସିବି ଅଗ୍ନିକାଣ୍ଡ ଘଟଣାରୁ ଚେତିଲା ବିଭାଗ: ୩୫ ଡାକ୍ତରଖାନାକୁ କାରଣ ଦର୍ଶାଅ ନୋଟିସ୍
- ଏଣିକି ମନଇଚ୍ଛା ଡ୍ରାଇଭିଂ ଲାଇସେନ୍ସ ବାତିଲ କରିପାରିବେନି ସରକାର
Comments are closed.