ଭୁବନେଶ୍ୱର: ବିଧାନସଭାରେ ବିଧାୟକ ସୁବାଷ ପାଣିଗ୍ରାହି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମଣ୍ଡି ସମସ୍ୟାକୁ ନେଇ ସାନିଟାଇଜର ପିଇବାକୁ ଉଦ୍ୟମ କରିଛନ୍ତି ବିଧାୟକ । ସାନିଟାଇଜର ପିଇବା ବେଳେ ବିଧାୟକଙ୍କ ହାତରୁ ଛଡେଇ ନେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ବିଧାୟକଙ୍କର ଏହି କାର୍ଯ୍ୟ ଦେଖି ତାଙ୍କୁ ଅନ୍ୟ ବିଧାୟକମାନେ ମଧ୍ୟ ଅଟକାଇଲେ ।
BREAKING NEWS
- LPG ଠାରୁ ଶସ୍ତା ଇଥାନଲ୍ ଷ୍ଟୋଭ୍ !
- ଭାରତ ଦଲାଇ ଲାମାଙ୍କ ଉତ୍ତରାଧିକାର ପ୍ରସଙ୍ଗରୁ ଦୂରେଇ ରହିବା ଉଚିତ୍, ଏହା ଆମର ଆଭ୍ୟନ୍ତରୀଣ ମାମଲା: ଚୀନ
- ‘3F’ concerns: 3F କ’ଣ? ଚେତାଇ ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ହୋଇପାରେ ୧ ଲକ୍ଷ କୋଟି ଟଙ୍କାର କ୍ଷତି…
- ହସ୍ପିଟାଲରେ ଭର୍ତ୍ତି ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ
- ତାମିଲନାଡୁ ରାଜନୀତିରେ ହଲଚଲ: ଏଆଇଏଡିଏମକେର ୩ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା, ବିଜୟଙ୍କ ‘ଟିଭିକେ’ ଦଳରେ ସାମିଲ
- ପୂଜା-ଆମିରଙ୍କ ଅକୁହା କାହାଣୀ: ଫଟୋ ପଛର ରହସ୍ୟ କଣ ?
- ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୬ ମୃତ, ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କେଲେ ମୁଖ୍ୟମନ୍ତ୍ରୀ
- Pakistan Rejects Trump’s Deal: ‘ଆମେ ରାଜି ନୁହେଁ…’, ଟ୍ରମ୍ପଙ୍କ ଆବେଦନକୁ ଗୋଡରେ ଆଡେଇ ଦେଲା ପାକିସ୍ତାନ
- ଦେବାଶିଷ ସାମନ୍ତରାୟ ବିଜେପିରେ ଯୋଗଦେଲେ, ଗତକାଲି ସାଂସଦ ପଦ ଓ ବିଜେଡିରୁ ଦେଇଥିଲେ ଇସ୍ତଫା
- PM Modi’s 12-Year Tenure: ମୋଦି ସରକାରଙ୍କୁ ୧୨ ବର୍ଷ, ଗାଁ ଗାଁ ବୁଲି ଏନଡିଏ ସରକାରଙ୍କ ସଫଳତା ବଖାଣିବେ ମନ୍ତ୍ରୀ-ନେତା
Comments are closed.