Latest Odisha News

BREAKING NEWS

ଅଭିନେତ୍ରୀ ରୁପାଲି ଗାଙ୍ଗୁଲିଙ୍କୁ କରୋନା

ମୁମ୍ବାଇ: ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ଅନୁପମା’ର ମୁଖ୍ୟ ଚରିତ୍ର ଅନୁପମା ଅର୍ଥାତ ରୁପାଲି ଗାଙ୍ଗୁଲି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରୁପାଲି ଘରେ ପୃଥକ୍‌ ଭାବେ ରହିଛନ୍ତି। ତାଙ୍କ ପରିବାର ସଦସ୍ୟଙ୍କ କୋଭିଡ୍‌ ପରୀକ୍ଷା କରାଯାଇଛି, ସେମାନଙ୍କର ରିପୋର୍ଟ ଏ ଯାଏ ଆସିନଥିବା ଜଣାପଡ଼ିଛି।

ରୁପାଲି ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି ଯେ, ସେ କରୋନା ସଂକ୍ରମିତ ହୋଇଛନ୍ତି। ଏହାସହ ସିରିଏଲ୍‌ ଅନୁପମାରେ ତାଙ୍କ ପୁଅ ଭୂମିକାରେ ଅଭିନୟ କରିଥିବା ଆକ୍ଟର ପାରିତୋଷ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

Comments are closed.