ମହୁମାଛିର ଅତି ଘନିଷ୍ଠ ବନ୍ଧୁ । କେରଳ ତ୍ରିଶୂରର ନେଚର ଏମଏସ୍ । ପିଲାବେଳରୁ ମହୁମାଛିଙ୍କ ସେବାରେ । କେତେବେ ହାତରେ ତ କେତେବେଳେ ନେଚରଙ୍କ ମୁହୌଁରେ ଢାଙ୍କି ହୋଇ ବସନ୍ତି ମହୁମାଛି ମାନେ । ଏମାନଙ୍କ ସହ ପିଲାବେଳରୁ ସମ୍ପର୍କ ତାଙ୍କର । ଏନେଇ ବି ମ୍ୟାନ୍’ ଭାବେ ବେଶ୍ ଜଣାଶୁଣା । ମହୁମାଛିଙ୍କ ସୁରକ୍ଷା ସହ ସେମାନେ କିଭଳି ପ୍ରକୃତି ସହ ମଣିଷ ସମାଜ ପ୍ରତି ଉପକାରୀ ତାହା ବୁଝାନ୍ତି । ଲୋକଙ୍କ ମନରୁ ଏମାନଙ୍କ ପ୍ରତି ଥିବା ନକରାତ୍ମକ ଭାବନା ଦୂର କରିବାକୁ ନେଚରଙ୍କ ଏହି ପ୍ରୟାସ ଜାରି ରହିଛି ।
BREAKING NEWS
- ୨୦୨୭ ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ସପାକୁ ବଡ଼ ଝଟକା: ବିଜେପିରେ ସାମିଲ ହେଲେ ୩ ବିଦ୍ରୋହୀ ବିଧାୟକ
- କଟକଣା ସତ୍ତ୍ୱେ ଜନ୍ତର-ମନ୍ତରରେ ପ୍ରବେଶ ଉଦ୍ୟମ; ଗିରଫ ହେଲେ CJPର ୩ ନେତା
- ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରିନ୍ସିପାଲଙ୍କୁ ହତ୍ୟା ଧମକ, ସିଦ୍ଧାର୍ଥ ଡିଗ୍ରୀ କଲେଜ ଫାଟକରେ ଲାଗିଲା ଧମକପୂର୍ଣ୍ଣ ପୋଷ୍ଟର
- ଭୋଜି ଖାଇ ଫେରୁଥିଲେ, ଅଧା ବାଟରେ ଓଲଟିଲା ଡଙ୍ଗା: ଚାଲିଗଲା ୧୪ ଜୀବନ
- ପୂଜାକୁ ପାଣିଚିଆ କରିଦେବକି ବର୍ଷା! ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ରାଜ୍ୟରେ ୪ ଦିନ ବର୍ଷା ଆଲର୍ଟ
- ଏକାଧିକ ଗାଡି ଉପରେ ମାଡ଼ିଗଲା ସ୍କୋର୍ପିଓ: ଜଣେ ମୃତ, ୪ରୁ ଅଧିକ ଗୁରୁତର
- ଶିକ୍ଷା କ୍ଷେତ୍ରରେ ବଡ଼ ପଦକ୍ଷେପ: ଏଣିକି ନବମ ଓ ଦଶମ ଶ୍ରେଣୀ ପିଲା ପାଇବେ ମାଗଣା ବହି
- ସାଉଦି ତୈଳ ସଂସ୍ଥା ଉପରେ ମିଶାଇଲ ଆଟାକ୍: ଜଳିଗଲା ‘ଆରାମକୋ’ର ମୁଖ୍ୟ କାର୍ଯ୍ୟାଳୟ, ବିଶ୍ୱ ବଜାରରେ ବଢ଼ିପାରେ ତେଲ ଦର!
- ୧୦ ସେକେଣ୍ଡର ଭିଡିଓ ବଢ଼ାଇଲା ରାଜନୈତିକ ଉଷ୍ଣତା: ରାହୁଲ-ଶିବକୁମାରଙ୍କ ଭିଡିଓକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ
- ଅଜରବଇଜାନରେ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନରେ ହିଜାବ ଉପରେ କଟକଣା


Comments are closed.