Latest Odisha News

BREAKING NEWS

ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଟିଭିର ‘ଟାଇମ୍ସ ମୋଷ୍ଟ ଡିଜାୟାରଏବଲ୍‌ ମ୍ୟାନ୍‌’ ହୋଇଛନ୍ତି ସିଦ୍ଧାର୍ଥ

ମୁମ୍ବାଇ: ‘ଦ ଟାଇମ୍ସ ମୋଷ୍ଟ ଡିଜାୟାରଏବଲ୍‌ ମ୍ୟାନ୍‌ ଅନ୍‌ ଟେଲିଭିଜନ ୨୦୨୦’ର ତାଲିକା ପ୍ରକାଶ ପାଇଛି। ୨୦ ଜଣ ପୁରୁଷ ଏହି ତାଲିକାରେ ଶ୍ରେଷ୍ଠ ୨୦ରେ ସ୍ଥାନ ପାଇଛନ୍ତି। ଏହି ତାଲିକାରେ ଟେଲି ଆକ୍ଟର ସିଦ୍ଧାର୍ଥ ଶୁକ୍ଲା ଶୀର୍ଷରେ ରହିଛନ୍ତି।

ଚଳିତ ବର୍ଷ ଏହି ତାଲିକାରେ ଶୀର୍ଷରେ ରହିଥିବା ସିଦ୍ଧାର୍ଥ ଶୁକ୍ଲା ଗତ ବର୍ଷ ମଧ୍ୟ ଟିଭିରେ ଟାଇମ୍ସ ମୋଷ୍ଟ ଡିଜେରେବଲ୍ ମ୍ୟାନ୍ ଥିଲେ।

ସେ ନିଜର ଚରିତ୍ର, ବ୍ୟକ୍ତିତ୍ୱ ଏବଂ ନିଜର ଭିନ୍ନ ଅନ୍ଦାଜ ପାଇଁ ଦର୍ଶକଙ୍କ ହୃଦୟରେ ରାଜ୍‌ କରିପାରିଛନ୍ତି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଟିଭିରେ ଟାଇମ୍ସ ମୋଷ୍ଟ ଡିଜାୟାରଏବଲ୍‌ ମ୍ୟାନ୍‌ ହୋଇଛନ୍ତି ସିଦ୍ଧାର୍ଥ।

Comments are closed.